Home Breaking News / ତାଜା ଖବର ବନ୍ଦନୀୟା ଭଗବତୀ ଶର୍ମାଙ୍କ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳୀ

ବନ୍ଦନୀୟା ଭଗବତୀ ଶର୍ମାଙ୍କ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ଗାୟତ୍ରୀ ଶକ୍ତି ପୀଠ ରେ ବନ୍ଦନୀୟ ସ୍ବର୍ଗତ ପାଠ ପ୍ରଦର୍ଶିକା ଭଗବତୀ ଶର୍ମାଙ୍କ ମହାପ୍ରୟାଣ ଦିବସ ପାଳନ କରାଯାଇଛି। ଏହି ଦିବସରେ ତାଙ୍କ ଉଦେଶ୍ୟ ରେ ଅନେକ ଗାୟତ୍ରୀ ଉପାସକଙ୍କୁ ନେଇ ସ୍ମୃତି ଚାରଣ କରିବା ସହ ତାଙ୍କ ଉଦ୍ୟେସରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ଗାୟତ୍ରୀ ସାଧକ ରୂପେ ପଣ୍ଡିତ ଶ୍ରୀରାମ ଶର୍ମାଙ୍କ ଧର୍ମ ପତ୍ନୀ ରୂପେ ବେଶ ଖ୍ୟାତି ରହିଥିବା ବେଳେ ଜଣେ ମହିଳା ଗାୟତ୍ରୀ ସାଧବୀ ରୂପେ ବେଶ ଲୋକାଦୃତ ହେଇଥିଲେ।ତାଙ୍କ ପ୍ରେରଣାରେ ଦେଶ ତଥା ବିଦେଶରେ ବି ଏହି ସଂସ୍କାର ଯୁଗ ନିର୍ମାଣ ଯୋଜନା କାର୍ଯ୍ୟକାରୀ ହେଇଥିଲା ତାଙ୍କ ଅବଦାନ ଅତୁଳନୀୟ ଅଟେ ବୋଲି ପରିବ୍ରାଜକ ସୁରେଶ ଦାସ କଗିଛନ୍ତି। ସେହିଭଳି ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ଦାସ ଓ ତାଙ୍କ ଧର୍ମ ପତ୍ନୀ ସୁଜାତା ଦାସ ଯଜ୍ଞ ପାରୁଚଳନା କରିଥିଲେ । ଆୟୋଜକ ସୁଧୀର ମିଶ୍ର ଙ୍କ ଆୟୋଜନ କ୍ରମେ ପ୍ରଳୟ ସାହୁ,ଏଲ ଏନ ବେହେରା,ସୁଦ୍ଧା ନିସିକା, ଭାର୍ଗବ ବେହେରା,ଜୟନ୍ତ ମାଳା ପାତ୍ର,ଏନ ପି ସିଂ,ସୁଧାଦ୍ରୀ ସିଂ,ଅର୍ଚନା ଝା, ଲୀଳା ଦେବୀ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହେଇଥିଲା।

related posts

Leave a Comment