Home Breaking News / ତାଜା ଖବର ସନ୍ଦିପ ସାହୁର ବାପା ଆଣିଲେ ହତ୍ୟା ଅଭିଯୋଗ, ମା ଝୁରୁଛି ପୁଅକୁ

ସନ୍ଦିପ ସାହୁର ବାପା ଆଣିଲେ ହତ୍ୟା ଅଭିଯୋଗ, ମା ଝୁରୁଛି ପୁଅକୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା: ବିନିକା ସହରର ଦେବେନ୍ଦ୍ରସାହୁ ଙ୍କ ପୁତ୍ର ସନ୍ଦିପ ସାହୁ (ସୁଇଟୁ ) ୨୩ କୁ ହତ୍ୟା କରାଯାଇ ମହାନଦୀରେ ଭସାଯାଇଥିବା ବାପା ବିନିକା ଥାନାରେ ଲିଖିତ ଅଭିଯୋଗ କରି ତୁରନ୍ତ ହତ୍ୟାକରିକୁ ଗିରଫ କରି ନ୍ୟାୟ ଦେବାକୁ ଆକୁଳ ନିବେଦନ କରିଛନ୍ତି ବାପା ଦେବେନ୍ଦ୍ର ା ଅନ୍ୟପକ୍ଷରେ ମାଁ ପୁଆ ର ମୃତ୍ୟୁକୁ ବିଶ୍ବାସ କରିପାରୁନଥିଲାବେଲେ ପୁଅକୁ ମାଁ ଝୁରୁଛି ା ସୁଇଟିର ମୃତ୍ୟୁ ଜଣାପଡ଼ିବାର ତିନି ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ତଦନ୍ତ ରେ ସିମିତ ରହିଥିବାରୁ ବିନିକା ଜନସାଧାରଣରେ ଅସାନ୍ତି ସୃଷ୍ଟି ହେବାସହ ସହରବାସି ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ଚାତକ ପକ୍ଷି ଭଲିଆ ଚାହିଁ ବସିବାସହ ତୁରନ୍ତ ଦୋସିକୁ ଗିରଫ କରିବାକୁ ଦାବି କରୁଛନ୍ତି ା ସୁଚନା ଯୋଗ୍ୟ ବିନିକା ସହରର ଦେବେନ୍ଦ୍ର ସାହୁ ଙ୍କ ପୁତ୍ର ସଞ୍ଜିବ ସାହୁ (ସୁଇଟୁ) ଗତ ୧୪- ୯ ିନ ୧୦ .୩୦ ମିନିଟରୁ ତାଙ୍କ ଦୋକାନରୁ ବାହରକୁ ଯିବାପରେ ଫେନ ଥିବାରୁ ସୁଇଟୁ ନମ୍ବର ଦିନ ଦୁଇଟା ପରେ ବନ୍ଦ ହେବାରୁ ପରିବାର ରେ ସଂଦ୍ଦେହ ସୃଷ୍ଟି ହେବାସହ ବିଭିନ୍ନ ଯାଗା ଓ ସାଙ୍ଗ ମାନଙ୍କୁ ପଚରା ଉଚୁରା କରିଥିଲେ ା ସଂନ୍ଧ୍ୟା ରେ ମଧ୍ୟ ସୁଇଟୁ ଘରକୁ ନ ଫେରିବାରୁ ପରିବାର ସଂଦ୍ଦେହ ଦୁଇ ଗୁଣିତ ହୋଇଗଲା ପୁଅ ହଜିଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ ା ଏନେଇ ବିନିକା ପୁଲିସ ଏକ ମିସକେସ କରି ବିଭିନ୍ନ ଥାନା ଅଞ୍ଚଳରୁ ଖବର ଦେଇଥିଲେ ା ଗତ ୧୮ -୯ ରେ ବୁଉଦ ଜିଲ୍ଲା ଜୁନ୍ନାପଙ୍କ ମହାନଦୀ ଘାଟରୁ ଏକ ମୃତ ଦେହ ବଉଦ ପୁଲିସ ଉଦ୍ଦାର କରି ବିନିକା ତାନାକୁ ଖବର ଦେଇଥିଲେ ା ଗତ ୧୯ତାରିଖ ଦିନ ବିନିକା ପୁଲିସ ଓ ବିନିକା ସହରର ଦେବେନ୍ଦର ସାହୁ ପରିବାର ବଉଦ ଥାନାକୁ ଯାଇ ପହଞ୍ଚିଥିଲେ ା ବଉଦରେ ଶବ ବ୍ୟବଛେଦ ପରେ ମୃତ ଦେହର ଚିହ୍ନଟ କରିଥିଲେ ା ମୃତକ ବିନିକା ଥାନା ବିନିକା ସହରର ଦେବାନନ୍ଦ ସାହୁ ତାଙ୍କ ପୁତ୍ର ସନ୍ଦିପ ସାହୁ ( ସୁଇଟୁ ) ବୋଲି ଜଣାପଡ଼ିଥିଲା ା ପରେ ବିନିକା ପୁଲିସକୁ ମୃତ ଦେହ ହସ୍ତାନ୍ତର କରିବାରପରେ ବିନିକା ପୁଲିସ ପରିବାରକୁ ମୃତଦେହ ହସ୍ତାନ୍ତର କରିଥିଲେ ା ପରିବାରଲୋକେ ବଉଦରେ ତାଙ୍କ ଶେଷକୃତ ସମ୍ପନ୍ନ କରିଥିଲେ ା ସେଠାରୁ ଫେରି ପିତା ଦେବେନ୍ଦ୍ର ବିନିକା ଥାନାରେ ମୋର ପୁଅକୁ ହତ୍ୟାକରି ମହାନଦୀରେ ଭସାଇ ଥିବା ଅଭିଯୋଗ ପତ୍ରରେ ଲେଖିବାସହବିନିକା ଧିବରପଡ଼ାର ଜଣେ ମୋର ପୁତ୍ରକୁ ହତ୍ୟା ବିଷୟରେ ଜାଣି ଥାଇପାରେ କିମ୍ବା ନିଜ ହତ୍ୟା କରିଥାଇ ପାରେ ବୋଲି ଅଭିଯୋଗ କରିଛନ୍ତି ା ମୃତକ ବାପାର ଅଭିଯୋଗକୁ ଭିତ୍ତକରି ଧିବର ପଡ଼ା ସେହିବ୍ୟକତିଙ୍କୁ ପୁଲିସର ନଜର ରେରଖି ତଦନ୍ତ ଚଳାଇଥିବାସହ ଅନ୍ୟ ୨୧ ଜଣଙ୍କ ସାଇବର ସେଲରୁ ତଥ୍ୟ ମଗାଯାଇଛି ା ସିଡ଼ିଆ ଆସିଥିବା ୧୫ ଜଣଙ୍କ ବ୍ୟକ୍ତିଙ୍କୁ ପୁଲିସ ପଚରା ଉଚୁରା କରିବା ସହ ସମସ୍ତଙ୍କ ଉପରେ ତିର୍ଖ୍ନ ଦୃଷ୍ଟି ରଖିଥିବା ବିନିକା ଏସଆଇ ସୂର୍ଯ୍ୟକାନ୍ତ ସେଠୀ ପ୍ରକାଶ କରିଛନ୍ତି ା ଏନେଇ ଗିତକାଲି ସୁବର୍ଣ୍ଣପୁର ଏସପି ସିତାରାମ ସତପଥି ବିନିକା ଥାନା କୁ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରି ବାସହ ଫେରିଥିଲାବେଲେ ଓ ଏସଡ଼ିପିଓ ପୁଷ୍ପାଞ୍ଜଳି ଲିଙ୍ଗି ମୃତକଙ୍କ ପରିବାର ପାଖକୁ ଯାଇ ତଦନ୍ତ ବିୟେରେ ବିଭିନ୍ନ ଆଲୋଚନା କରି‌େପଣିଛନ୍ତି ା ଏନେଇ ଏସଡ଼ିପିଓ ଲିଙ୍ଗିଙ୍କୁ ପଚରା ଯିବାରୁ ଜିଲ୍ଳା ପୁଲିସ ପକ୍ଷରୁ ତଦନ୍ତ ଯୋର ସୋରରେ ଚାଲିଛି କମଦିନ ମଧ୍ୟରେ ଅପରାଧି କୁଧରାଯାଇ ମୃତ୍ୟୁର ରହସ୍ୟ ଉନ୍ମୋରଚନ କରାଯିବ ବୋଲି ପ୍ରକାଶ କରିଛନ୍ତି ା ଅନ୍ୟ ପକ୍ଷରେ ବିନିକା ରେ ସଲାଟି ତିପଲ ମଡ଼ର, କଉଡ଼ିଆ ମୁଣ୍ଡା, ଓ ମେଘେଲା ଗ୍ରାମରେ ହତ୍ୟା କାଣ୍ଡ ହୋଇ
ଥିଲେ ମଧ୍ୟ ଗୋଟିକର କତ୍ୟା କରିଙ୍କୁ ଗିରଫ କରିନ ଥିବାରୁ ଜନସାଧାରଣରେ କ୍ଷୋଭ ପ୍ରକାଶ ପାୁଛି ା

related posts

Leave a Comment