Home Breaking News / ତାଜା ଖବର କର୍ମଭୂମି କାମାକ୍ଷାନଗରରେ ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆୟୋଜିତ

କର୍ମଭୂମି କାମାକ୍ଷାନଗରରେ ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଆୟୋଜିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାମାକ୍ଷାନଗର କଳ୍ପନା କ୍ଲବ ପରିସରରେ ସାମ୍ବାଦିକ ଗୌରବ ଗିରୀଶ ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଏବଂ ସ୍ମୃତି ସଭା ଆୟୋଜିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଶିଳ୍ପୀ ପରେଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ନନ୍ଦ, ବରିଷ୍ଠ ସାମ୍ବାଦିକ ଅଲେଖ ତ୍ରିପାଠୀ, ଅବସର ପ୍ରାପ୍ତ ଅଧ୍ୟାପକ ମେଜର ପ୍ରଭାତ ଦାଶ, ପ୍ରଫୁଲ୍ଲ ପାଣି, ଆର୍ଯକବି ଡ ପ୍ରମୋଦ ମିଶ୍ର, ଅଧ୍ୟାପକ ଜ୍ଞାନମିଶ୍ର, ପାଠକମଞ୍ଚ ଉପସଭାପତି ଶ୍ରୀରାମ ରାଉତ ପ୍ରମୁଖ ସ୍ବର୍ଗତ ଗିରୀଶ ନନ୍ଦଙ୍କର ସ୍ମୃତି ଚାରଣ କରିଥିଲେ । ଶାଳବଣର କବିଙ୍କ ସହିତ ବିତାଇଥିବା ସମୟ ଓ କାମାକ୍ଷାନଗର ଅଞ୍ଚଳରେ ସେ କରିଥିବା ବିକାଶ ନେଇ ସମସ୍ତେ ସ୍ମୃତି ଚାରଣ କରିଛନ୍ତି । ସମ୍ବାଦ ପାଠକ ବିଚାରମଞ୍ଚ ପକ୍ଷରୁ ଶିକ୍ଷକ ନିରଞ୍ଜନ ସାହୁ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ ।

related posts

Leave a Comment