Home Breaking News / ତାଜା ଖବର ବିଜୁ ଜନତା ଦଳ ଜିଲ୍ଲା ମହିଳା ଶାଖା ସଭାନେତ୍ରୀଙ୍କ ସ୍ଵାମୀଙ୍କ ଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ

ବିଜୁ ଜନତା ଦଳ ଜିଲ୍ଲା ମହିଳା ଶାଖା ସଭାନେତ୍ରୀଙ୍କ ସ୍ଵାମୀଙ୍କ ଦଶାହରେ ଯୋଗଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟ୍ଟନାୟକ): ବିଜୁ ଜନତା ଦଳ ଜିଲ୍ଲା ମହିଳା ଶାଖା ସଭାନେତ୍ରୀ ପୁନମ କହଁରଙ୍କ ସ୍ଵାମୀ ସ୍ଵର୍ଗତ ପ୍ରମୋଦ ମଲିକଙ୍କ ଦଶାହ କାର୍ଯ୍ୟରେ କନ୍ଧମାଳ ସାଂସଦ ଡ.ଅଚ୍ଯୁତ ସାମନ୍ତ ମଙ୍ଗଳବାର ଯୋଗ ଦେଇ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକସନ୍ତପ ପରୀ ବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ଏଭଳି ଅସମୟରେ ସ୍ୱାମୀ ଏକାକୀ କରି ଛାଡି ଚାଲିଯାଇଥିବାରୁ ପୁନମକୁ ପରିବାର ସମ୍ଭାଳିବା ପାଇଁ ଇଶ୍ଵର ସହାୟ ହୁଅନ୍ତୁ ବୋଲି
କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ରାଜ୍ୟ ବିଜେଡି ପ୍ରଦକ୍ତ । ଭରଦ୍ୱାଜ ମିଶ୍ର, ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ନେତା
ମହ ମଦ ୟାସିନ ବେଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଆକାକ୍ଷା ପ୍ରଧାନ ରାଜ୍ୟ ପରିଷଦ ସଦସ୍ୟ ଶିବପ୍ରସାଦ ତ୍ରିପାଠି, ଜିଲ୍ଲା ସଂପାଦକ କମଳ 6 ବହେରା ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ, ଜିଲ୍ଲା ଛାତ୍ର ବିଜୁ ଜନତା ଦଳ ସଭାପତି ସୁନୀଲ ସେଠି, ସଂଖ୍ୟାଲଘୁ ସେ ଲଜିଲ୍ଲା ସଂପାଦକ ବିମଳନାୟକ ଉପସଭାପତି ଇମାନୁଏଲରଥ,ବରୀଷ୍ଠ ନେତା ଭାଗବତ ବେହେରା ପଞ୍ଚାନନ କହରଙ୍କ ସମେତ ବହୁ କର୍ମୀ ଓ ନେତା ଯୋଗ ଦେଇଶୋକବ୍ୟକ୍ତ କରିବା ସହ ଅମର ଆତ୍ମା ର ସଦଗତି କାମନା କରିଥିଲେ।

related posts

Leave a Comment