Home Breaking News / ତାଜା ଖବର ପଂଜାବର ନୂଆ ମୁଖମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ସିଂ ଚନ୍ନି

ପଂଜାବର ନୂଆ ମୁଖମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ୍ ସିଂ ଚନ୍ନି

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଂଜାବରେ ଆସନ୍ତାବର୍ଷ ବିଧାନସଭା ଭୋଟ୍ ଥିବେ ବେଳେ ତା ଆଗରୁ ବଡ ପରିବର୍ତନ ଦେଖିବାକୁ ମିଳିଛି । ସୋମବାର ପଂଜାବର ଦଳିତ ଚେହେରା ଚରଣଜିତ୍ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି । ପଂଜାବ ରାଜ୍ୟପାଳ ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି । ପଂଜାବର ୧୬ ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଚନ୍ନି । ପଂଜାବ କଂଗ୍ରେସରେ ବିବାଦ ଦେଖା ଦେବା ପରେ ଗତ ଶନିବାର କ୍ୟାପଟେନ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।
ଆଜି ପଂଜାବର ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ୍ ସିଂ ଚନ୍ନି । ଶପଥ ଗ୍ରହଣ କରିଛନ୍ତି । ପଂଜାବ କଂଗ୍ରେସରେ ବିଦ୍ରୋହର ମଙ୍ଗ ଧରିଥିବା ସୁଖଜିନ୍ଦର ସିଂ ରାନ୍ଧୱା ଏବଂ ଓପି ସୈନି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ।

related posts

Leave a Comment