Home Breaking News / ତାଜା ଖବର “ମା’ ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ”

“ମା’ ଗଜଲକ୍ଷ୍ମୀ ପୂଜା ପାଇଁ ମାଟି ଅନୁକୂଳ”

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ(ନବ କିଶୋର ସାହୁ)::କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ଗ୍ରାମ ରେ ମା’ ଗଜଲକ୍ଷ୍ମୀ ଙ୍କ ପୂଜା ପାଇଁ ମାଟି ଅନୁକୂଳ କରାଯାଇଛି, ପୂଜା କମିଟି ସଭ୍ୟ ମାନେ ପୂଜା ମଣ୍ଡପ ଠାରୁ ପଟୁଆର ରେ ଆସି ଯୋଗୀ ନାଳ ପୋଲ ପାଖରେ ମାଟି ଅନୁକୂଳ କରିଥିଲେ, ଏବର୍ଷ ମାଟି ଅନୁକୂଳ ଧରିଥିଲେ ବାଳକୃଷ୍ଣ ସାହୁ,କାର୍ଯ୍ୟ କ୍ରମରେ ପୁଜା କମିଟି ସଭାପତି-ତୀର୍ଥବାସୀ ସାହୁ,ସମ୍ପାଦକ-ନବକିଶୋର ସାହୁ, ସଦସ୍ୟ-ସଂଜୟ ସାହୁ,ସନାତନ ସାହୁ,ବଂଶୀଧର ଦେହୁରୀ, ବିରଞ୍ଚି ନାରାୟଣ ସାହୁ,ସୁବାଷ ଚନ୍ଦ୍ର ସାହୁ,ଶାନ୍ତନୁ ବେହେରା, ଅମାନତ ସାହୁ, ତୈଲୋକ୍ୟ ପ୍ରଧାନ,ପୁରୋହିତ -ବିନୋଦ କର,ବାରିକ-ଅନିଲ ବାରିକ ପ୍ରମୁଖ ଯୋଗ ଦେଇଥିଲେ

related posts

Leave a Comment