Home Breaking News / ତାଜା ଖବର ଗଂଜେଇ ଜବତ, ଡ୍ରାଇଭର ଗିରଫ

ଗଂଜେଇ ଜବତ, ଡ୍ରାଇଭର ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ20/9(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ଗୋଚ୍ଛା ପଡା ଥାନା ପୋଲିସ ଏକ ଇଣ୍ଡିଗୋ କାର ସହ ଚାଳିଶ କେଜି ଦୁଇଶହ ପଚାଶ ଗ୍ରାମ ଗଂଜେଇ ଜବତ କରିଛି l ଏଥିସହ ପୋଲିସ କାର ଡ୍ରାଇ ଭର ଗୌତମ ଭୋଇ କୁ ଗିରଫ କରିଛି l ଏସବୁ ଚୋରା ଗଂଜେଇ ସଲା ଗୁଡ଼ା ଗ୍ରାମ ର ମୁଣ୍ଡାସାହି ରୁ ଡେଂଖା ନାଳ କୁ ଚାଲାଣ କରାଯାଉଥିବା କଥା ଡ୍ରାଇ ଭର ଗୌତମ କହିଛି l
ଗୋଚ୍ଛା ପଡ଼ା ଥାନା ପୋଲିସ ଏନେଇ 76/21ରେ ମାମଲା ରୁଜୁ କରି ଅଭିଯୁକ୍ତ ଗୌତମ ଭୋଇ କୁ କୋର୍ଟ ଚାଲାଣ କରିଛି l
ଗୋଚ୍ଛା ପଡ଼ା ଥାନା ଅଧିକାରୀ ରଂଜିତ କୁମାର ମୁନି ଙ୍କ ନିଷ୍ଠା ପର ଉଦ୍ୟମ, କାର୍ଯ୍ୟ ଦକ୍ଷତା ଜୋଂଗୁଁ ଏ ସବୁ ଅଂଚଳ ରେ ଚାଲିଥିବା ବେଆଇନ ଗଂଜେଇ ଚାଷ ଅନେକାଂଶରେ ରୋକାଯାଇ ପାରିଥିବା କୁହାଯାଉଛି l

related posts

Leave a Comment