Home Breaking News / ତାଜା ଖବର ଫିରିଙ୍ଗିଆ ତଳ ପଡ଼ା ଫାଷ୍ଟ ଫୂଡ଼ ଦୋକାନରେ ଅଗ୍ନିକାଣ୍ଡ

ଫିରିଙ୍ଗିଆ ତଳ ପଡ଼ା ଫାଷ୍ଟ ଫୂଡ଼ ଦୋକାନରେ ଅଗ୍ନିକାଣ୍ଡ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆ ବ୍ଲକ କା ସିନପଦର ପଂଚାୟତ ର ତଳପଡା ଗ୍ରାମରରାସ୍ତା କଡ ରେ ଥିବା ଏକ ଫାଷ୍ଟ ଫୂଡ଼ ଦୋକାନ ଅଗ୍ନିକାଣ୍ଡ ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି l
ଏହି ଅଗ୍ନିକାଣ୍ଡ ରେ ଦୋକାନ ର ସମସ୍ତ ଅସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l
ଗ୍ରାମବାସୀ ନିଆଁ ଲାଗି ଥିବାଦେଖି ତୁରନ୍ତ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେl ଏ ନେଇ ଫାଷ୍ଟ ଫୂଡ଼ ଦୋକାନ ମାଲିକ ଥାନା ରେ ଖବର ଦେଇନଥିବା ଜଣାପଡିଛିl ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା ଜଣାପଡ଼ିନଥିବା ବେଳେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥାଇ ପରେ ବୋଲି ଆଶଙ୍କା କରାଯାଉଛୀ

related posts

Leave a Comment