Home Breaking News / ତାଜା ଖବର କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ହେଲା କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ଶୁନଥିବାବେଳେ ଆଜି ସୋମବାର ୪ ଜଣ କରେ । ନା ପଜିଟିଭ ଚିହ୍ନଟ ହୋଇଥିବା ସରକାରି ସୁତ୍ରରୁ ଜଣାପଡିଛି । ସେହିପରି ରବିବାର ଜିଲ୍ଲାରେ ଜଣେକରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇ ଛନ୍ତି । ତେବମୃତ୍ୟୁସଂଖ୍ୟା ୮୨ରେ ସ୍ଥିର ରହିଛି ।

ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୫୦୦ ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ଜଣ ସୁସ୍ଥ ହୋଇଥିବାବେଳେ ୪୧୩ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ୫ ଜଣ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି ।ଗତ କିଛିଦିନ ହେଲା କରେ ।ନ। ସଂକ୍ରମିତ ଜିଲା 6ର ନ ଥିବାରୁ ପ୍ରଶାସନ ଆଶ୍ୱସ୍ଥ ଥିଲା।
କରେ । ନା ସଂକ୍ରମଣ ବର୍ତ୍ତମାନ ଜିଲ୍ଲାରେ ପୁଣି ଦେଖାଦେଇଥବାରୁପଶାସନ ଚିନ୍ତାରେ ପଡି ଯାଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି । ତେବେ ଏବେ ଫୁଲବାଣୀସହରରେ କାଂଭାଁ କିଏ କେମିତି ମାସ୍କ ପିନ୍ଧୁଥିବା ବେଳେ ୯୯ ପ୍ରତିଶତ ଲୋକେ ଆଉ ମାସ୍କ ପିନ୍ଧୁ ନାହାନ୍ତି। ସେହିପରି ସାମାଜିକ ଦୁରତା ମଧ୍ୟ ଭୁଲିଗଲେଣି ।
ପ୍ରଶାସନ ପକ୍ଷରୁ ମଧ୍ଯ କାର୍ଯ୍ୟାନୁଷ୍ଠାନ ନାହିଁ।
ଚୁପବସିଛି ଜିଲ୍ଲା ପ୍ରଶାସନ।
ଏପରି ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ କରେ । ନାସଂକ୍ରମିତ ଙ୍କ ସଂଖ୍ୟାଧିରେ ଧିରେ ବୃଦ୍ଧି ପାଇବ ଏଥିରେ ସନ୍ଦେହ ନାହିଁ। ଏଣୁ ବେଳ ଥାଉଁ ଥାଉ କାର୍ଯ୍ୟାନୁଷ୍ଠାନ ଜରୁରି,

related posts

Leave a Comment