Home Breaking News / ତାଜା ଖବର ବଦଳୀସତ୍ତ୍ଵେ ରିଲିଭ ହେଉନାହାନ୍ତି ରେଞ୍ଜର

ବଦଳୀସତ୍ତ୍ଵେ ରିଲିଭ ହେଉନାହାନ୍ତି ରେଞ୍ଜର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟ୍ଟନୀୟକ): ଦୀର୍ଘ ୯ବର୍ଷ ପାଖାପାଖି ରହିବା ପରେ ବି ମନ ବୁଝୁନି 6ରଂଜରବାବୁଙ୍କର । ବିଳମ୍ବରେ ହେଲେ ବି ସରକାର ଏବେ ରେଞରବାବୁଙ୍କୁ ବଦଳୀ କରିଛନ୍ତି। ହେଲେ ଏହି ବଦଳୀକୁ କୁ ଆଡେ ସହଜରେ ଗ୍ରହଣ କରିପାରୁନାହାନ୍ତି 6ରଂଜର। ଏଭଳି ଖବର ଆସିଛି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ଟିକା ବାଲି ଜଙ୍ଗଲ ବିଭାଗ 6ରଂଜରୁ,I ଏଠାରେ ରେଞର ବୈରାଗୀ ଚରଣ ବେହେରା ଗତ ୧୯ଏପ୍ରିଲ ୨୦୧୩ରୁ ଅବସ୍ଥାପିତ ରହି ଛନ୍ତି । ବହୁବାର ବଦଳୀ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ସେ କଳେ ବଳେ କୌଶଳ କରି ରହିବାରେ ସମର୍ଥ ହୋଇଆସୁଥିଲେ। ଏହି ସମୟରେ ବ୍ୟାପକ ଅନିୟମିତତା,ଦୁର୍ନିତୀ ହୋଇଥିବା ଅଭିଯୋଗ ମଧ୍ୟ ହୋଇ ଆସୁଥିଲା । ଏବେ ଗତ୧୪/୯/୨୧ରୁ ସରକାର ବଦଳୀ ନିର୍ଦ୍ଦେଶ ଦେଇଛନ୍ତି । 6ରଂଜରବେହେରାଙ୍କୁ ବାଲିଗୁଡ଼ା ଜଙ୍ଗଲ ବିଭାଗ ଡିଭିଜନର କ.ନୂଆଗାଁ 6ରଂଜ
ଅଫିସର ଭାବେ ବଦଳୀ ହୋଇଥିଲେ ମଧ୍ୟ ତାଙ୍କୁ ରିଲିଭ କରାଯିବାର କାରଣ କଣ? ଜଣାପଡୁନି । ତେବେ ସେ ପୁଣି ବଦଳୀବାତିଲ କରି ରହିବାଲାଗି ଆଉ ଲବି କରୁନାହିଁ।ନ୍ତି
ତ? ବୋଲି ପ୍ରଶ୍ନଉଠିଛି, I
ଫୁଲବାଣୀଡିଏଫ ଓ ରେଞ୍ଜର ବାବୁଙ୍କୁ ରିଲିଭନକରିବା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି । ଜଙ୍ଗଲମନ୍ତ୍ରୀ ତାଙ୍କର ଗ୍ରାମର ଲୋକ ଓ ପାଖ ଲୋକ କହି ଚାପ ପକାଇ ନାହାନ୍ତି ତ? ଡିଏଫଓ ଲକ୍ଷ୍ମୀନାରାୟଣ ବେହେରା ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଟିକା ବାଲି 6ରଂଜରଙ୍କୁ ରିଲି ଭ କରିବାପାଇଁ ସାଧାରଣରେ ଦୃଢ ଦାବୀ ହେଉଛି ।

related posts

Leave a Comment