Home Breaking News / ତାଜା ଖବର ବାଇକ ଡିକି ଭାଙ୍ଗି ତିରିଶ ହଜ଼ାର ଟଙ୍କା ଲୁଟ

ବାଇକ ଡିକି ଭାଙ୍ଗି ତିରିଶ ହଜ଼ାର ଟଙ୍କା ଲୁଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ବାଇକ ଡିକି ଭାଙ୍ଗି ତିରିଶ ହଜ଼ାର ଟଙ୍କା ଲୂଟ lଏ ଟି ଏମ ରୁ ତିରିଶ ହଜ଼ାର ଟଙ୍କା ଉଠାଇ ବାଇକ ଡିକି ରେ ରଖିଲେ lବଜ଼ାର ରେ ବାଇକ ରଖି କିଛି ଜିନିଷ ପତ୍ର କିଣୁଥିବା ବେଳେକେହି ଦୁର୍ବୁତ ଡିକି ଭାଙ୍ଗି ସବୁତକ ଟଙ୍କା ଲୁଟି ନେଲେ l ଏ ଭଳି
ଅଭିଯୋଗ ଆସିଛି ଦାରିଙ୍ଗି ବାଡି ଅଂଚଳ ରେ l ଅଭିଯୋଗ ପାଇ ତଦନ୍ତ କରୁଛି ପୋଲିସ l
ସୂଚନା ଯୋଗ୍ୟଯେ ଜାଗରମା ହା ଗ୍ରାମର ହାରେ ନ ଡିଗାଲ ଏଟିଏମ ରୁ ତିରିଶ ହଜ଼ାର ଟଙ୍କା ଉଠାଇଲେ lତାକୁ ଡିକି ରେ ରଖି ପାଖ ଦୋକାନ ରୁ ଜିନିଷ ପତ୍ର କିଣିବା ବେଳେ କେହି ଦୁର୍ବୁତ ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିବା ଥାନା ରେ ଅଭିଯୋଗ କରିଛନ୍ତି ହl ରେ ନ l ପୋଲିସ ଘଟଣା ର ତଦନ୍ତ କରୁଛି l
ବ୍ୟାଙ୍କ ନିକଟ ରେ ସି ସି ଟି ଭି ଲାଗିଥିବାରୁ ପୋଲିସ ସି ସିଟିଭି ଫୂଟେଜ ଆଣି ଯାଞ୍ଚ କରୁଛି lଏହି ଲୂଟ ରେ ଦୁଇଜଣ ଯୁବକ ସହ ଛୋଟ ପିଲା ସାମିଲ ଥିବା ଦେଖିବାକୁ ମିଳିଛି l
ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ହେଲେ ଏଯାଏଁ କୌଣସି ସୁରାକ ପାଇନଥିବା ଜଣାପଡିଛି

related posts

Leave a Comment