Home Breaking News / ତାଜା ଖବର ବିନିକା ସହରରେ ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ଶକ୍ତି ପ୍ରଦର୍ଶନ ଓ ନୁଆଁଖାଇ ଭେଟଘାଟ

ବିନିକା ସହରରେ ଜିଲ୍ଲା ଯୁବ ବିଜେଡ଼ି ପକ୍ଷରୁ ଶକ୍ତି ପ୍ରଦର୍ଶନ ଓ ନୁଆଁଖାଇ ଭେଟଘାଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିନିକା(ଅକ୍ଷୟ କୁମାର ପୂଜାହାରୀ): ବିନିକା ସହରରେ ବିନିକା ଯୁବ ବିଜେଡ଼ି ପକ୍ଷରୁ ଶକ୍ତି ପ୍ରଦର୍ଶ ଓ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବିନିକା ନଗର ଯୁବ ବିଜେଡ଼ି ସଭାପିତି ବିନୟ ମେହେର ଙ୍କ ନେତୃତ୍ବରେ ଶକ୍ତି ପ୍ରଦର୍ଶନ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଟି ହୋଇଯାଇଛି ା ବିନିକା ନଗର ଓ ବ୍ଳକ ଯୁବ ବିଜେଡ଼ି କର୍ମି ବୃନ୍ଦ ବିନିକା ବ୍ଳକ କାର୍ଯ୍ୟୂଳୟ ସମ୍ମୁଖରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ତଥା ବିନିକା ବ୍ଳକ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦ ପୁଷ୍ପ ମାଲ୍ୟ ଓ ଓପଢ଼ୋକନ ଦେଇ ଏକ ବାଇକ ଶୋଭାଯାତ୍ରାରେ ବିନିକା ଶହର ପରିକ୍ରମା କରି ବିଜେଡ଼ି ଯୁବ ଶକ୍ତି ପ୍ରଦର୍ଶନ କରିବାସହ ନିର୍ବାଚନ ବିଗୁଲ ବଜା୍ଇ ଥିଲେ ା ପରେ ବିନିକା ସହର ମହାବିଦ୍ୟାଳୟ ପରିସରରେ ବନ୍ୟା ଆଶ୍ରୟ ସ୍ଥଳି କୁ ପହଞ୍ଚି ଥିଲେ ା ସେଠାରେ ଯୁବ ବିଜେଡ଼ିର ନୂଆଁ ଖାଇ ଭେଟଘାଟ ବିନିକା ନଗର ଯୁବ ବିଜେଡ଼ି ସଭାପିତି ଶ୍ରୀ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା ା ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡ଼ି ସଭାପତି ତଥା ବିନିକା ବ୍ଳକ ଅଧ୍ୟକ୍ଷ ଶ୍ରୀ ନନ୍ଦ ମୂଖ୍ୟ ଅତିଥି, ବିନିକା ବ୍ଳକ ଯୁବ ବିଜେଡ଼ି ସଭାପତି ପ୍ରତାପ ଚନ୍ଦ ସମ୍ମାନିତ ଅତିଭାବରେ ଯୋଗଦେଇ ଆଗକୁ ଏନଏସି ନିର୍ବାଚନ ଥିବାରୁ ବିଜେଡ଼ି ଦର ମୁଖ୍ୟ ତଥା ରାଜ୍ୟ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଙ୍କ ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନା କରି ତୃଣମୂଳ ସ୍ତରରୁବିଜେଡ଼ି ଦଳକୁ ମଜବୁତ ଓ ସୁଦୁଢ଼ କରିବା ସହିତ ଦଳକୁ କିଭଳିଭାବରେ ଆଗକୁ ଥିବା ନିର୍ବାଚନରେ ବିଜୟୀ କରିବା ସେଥି ପ୍ରତି କର୍ମି ମାନଙ୍କୁ ମନ୍ତ୍ର ଫୁଙ୍କି ଥିଲେ ା ଏଥିରେ ଜିଲ୍ଲା ଆଇଟି ସଂଯୋଜକ ମନୋଜ ସାହୁ, ଚରଦା ସରପଞ୍ଚ ସଦାନନ୍ଦ ଥନାପତି, ଉଣ୍ଡାର ସରପଞ୍ଚ ଳକ୍ଷ୍ମଣ ସାହୁ, ମହେଶ୍ବର ମହାକୁର ,କୃଷ୍ନଚନ୍ଦ୍ର ଦାସ , ବିନୋଦ ବିହାରି ନାଏକ , ବିଜୟ ବରାଇ , ସମେତ ବିନିକା ଏନଏସି ୧୨ ଗୋଟି ୱାଡ଼ର ଯୁବ ବିଜେଡ଼ି ସଭାପତି, ସମ୍ପାଦକ, ଓ ଆଇଟି ସଂଯୋଜକ ମାନେ ଉପସ୍ତିତ ଥିଲେ ା ଏଥିରେ ବିନିକା ବ୍ଳକ ଯୁବ ବିଜେଡ଼ି ସଭାପତି ଶ୍ରୀ ଚନ୍ଦ ଧନ୍ୟବାଦ ଅର୍ପର କରିଥିଲେ ା

related posts

Leave a Comment