Home Breaking News / ତାଜା ଖବର ସବରୀ ନାରାୟଣ ବିଲପୁଟରେ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସବରୀ ନାରାୟଣ ବିଲପୁଟରେ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଧନେଶ୍ବର ରାଉତ): ଅଦ୍ୟ ବିଲାପୁଟ ଶବରୀ ନାରାୟଣଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତହସିଲଦାର ଙ୍କ ଅଧ୍ୟକ୍ଷ ତା ଏକ ବୈଠକ ଅନୁଷ୍ଠିତ ସୋଇଥିଲା ବୈଠକରେ ପୂର୍ବ ତନ ବିଧାୟକ ଶ୍ରୀ ପ୍ରଫୁଲ୍ଲ ପାଙ୍ଗି ସିମିଳିଗୁଡା ବି ବି ଓ ଓ ଜେଇ ଙ୍କ ସହ ଅନେକ ବଦାନ୍ୟ ବ୍ୟକ୍ତି ଓ ଆଖପାଖ ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ଆଗାମୀ ମାର୍ଗଶିର ମାସରେ ମନ୍ଦିର ପ୍ରତିଷ୍ଠା କରିବା ସହ ଲକ୍ଷ୍ମୀ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ସଂପାଦକ ଙ୍କୁ ନିର୍ଦେଶ ଦେଇଥିଲେ ପ୍ରତିଷ୍ଠା କର୍ମ ପାଇଁ ବର୍ତ୍ତମାନ ନିଧୀ ଆବଶ୍ୟକ ରହିଛି ପ୍ରାୟ ଦଶ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ଏହି ଧନ କିପରି ଆସିବ ସେଥିପାଇଁ ଆଲୋଚନା ହୋଇଥିଲା ଏଥି ପାଇଁ ଏକ ବୈଠକ ଡାକି ଏକ ନିଧି ସଙ୍ଗ୍ରହ କମିଟି ଗଠନ କରିବାପାଇଁ ସ୍ଥିର ହୋଇଥିଲା ସମସ୍ତ କାର୍ଯ୍ୟ କି ଭଳି ସୁରୁଖୁରୁରେ ସମାପନ
ହେବ ଏହି ଗୁରୁ ଦାୟିତ୍ବ ତୁଲାଇବା ପାଇଁ ଶ୍ରୀ ଲଳିତ ମୋହନ ପଟ୍ଟନାୟକ ଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି ଏହି ବୈଠକରେ ମନ୍ଦିର କର୍ମକର୍ତ୍ତା ନାରାୟଣ ପ୍ରଧାନ ବିଶ୍ବନାଥ ପ୍ରଧାନ ସୁସାନ୍ତ ପ୍ରଧାନ ଦୟା ଖିନୁଗୁଡି ଅର୍ଜୁନ କୁଳଦୀପ କୃଷ୍ଣ ପ୍ରଧାନ ବଳି ପ୍ରଧାନ ସହ ଆଖପାଖ ଅଂଚଳରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ

related posts

Leave a Comment