Home Breaking News / ତାଜା ଖବର ପାଣିରେ ବୁଡି ଦୁଇଭଉଣୀଙ୍କ ମୃତ୍ୟୁ

ପାଣିରେ ବୁଡି ଦୁଇଭଉଣୀଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ ବ୍ଲକ ମାରଲଙ୍ଗ ପଂଚାୟତ ର ସୀଲକି ସିତାଗୁଡା ଗ୍ରାମ ରେ ଅଭାବନୀୟ ଘଟଣା ଘଟିଛିl ଗ୍ରାମର ୨ ସମ୍ପର୍କୀୟ ଭଉଣୀ ର ମୃତ୍ୟୁଘଟିଛିlସେମାନେ ଗାଧେଇବା କୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ lଦୁଇଜଣଙ୍କ ବୟସ ପାଖାପାଖି ଦଶ ରୁ ବାର ବର୍ଷ ହେବ ବୋଲି ଜଣାପଡିଛି lସେମାନକୁଗ୍ରାମବାସୀ ଉଦ୍ଧାର କରି ସୁବର୍ଣ୍ଣ ଗିରି ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ତେବେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ l ଏହି ଘଟଣା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା

related posts

Leave a Comment