Home Breaking News / ତାଜା ଖବର ରାଜ୍ୟ ସରକାର ଓ ତାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନାକୁ ବିରୋଧ କରି ବିଜେପିର ସାମ୍ବାଦିକ ସମିଳନୀ

ରାଜ୍ୟ ସରକାର ଓ ତାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଯୋଜନାକୁ ବିରୋଧ କରି ବିଜେପିର ସାମ୍ବାଦିକ ସମିଳନୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ସଞ୍ଜୟ ଢ଼ାଲି): ମାଲକାନଗିରି ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ରାଜ୍ୟ ସରକାରଙ୍କ ବିଭିନ ଯୋଜନାକୁ ବିରୋଧ କରି ସାମ୍ବାଦିକ ସମିଳନୀ। ମାଲକାନଗିରି ମେଡିକାଲ କୁ ସୁପର ସ୍ପେସିଆଲ ମେଡିକାଲ କରିବା ସହ ଏହି ମେଡିକାଲ ରେ ଥିବା ସମସ୍ତ ଡାକ୍ତର ଓ ନର୍ସ ପଦବୀ ପୂରଣ , ଜିଲ୍ଲାରେ ଅଧିକ ମାତ୍ରାରେ ଧାନ ମଣ୍ଡି ଖୋଲିବା ସହ ଏହି ମଣ୍ଡି ଗୁଡିକରେ ହେଉଥିବା ଦୁର୍ନିତୀକୁ ମଧ୍ୟ ରୋକିବା , ମାଲକାନଗିରି ସୀମାନ୍ତ ରାଜ୍ୟ ଅନ୍ଧ ନିଜ ରାଜ୍ୟରେ କୃଷି ଓ ବିଦୁତ ଉତ୍ପାଦନ ବୁଦ୍ଧି ନିମନ୍ତେ ପୋଲାଭରମ ପ୍ରକଳ୍ପ ନିର୍ମାଣ କରୁଛି ଏହି ପ୍ରକଳ୍ପ ଦ୍ବାରା ମାଲକାନଗିରି ସୀମାନ୍ତ ରେ ଥିବା ଅନେକ ଗାଁ କୁ ବିପଦ ଅଛି ତେଣୁ ଏହି ଗାଁ ଗୁଡିକର ଥଇଥାନ କଥା ବୁଝିବା ପାଇଁ ଦାବି କରିଛନ୍ତି । ଏବଂ ବିଜୁ ବାବୁ ମାଲକାନଗିରି ଜିଲ୍ଲା ପାଇଁ ଦେଖିଥିବା ସ୍ୱପ୍ନ କୁ ପୂରଣ କରିବା ପାଇଁ ଚେଷ୍ଟା କରିବା ପାଇଁ ବିଜେପି ପକ୍ଷ ରୁ ଦାବି କରାଯାଇଛି ।

related posts

Leave a Comment