Home Breaking News / ତାଜା ଖବର ବାଲିଗୁଡ଼ା ହତ୍ୟା ଘଟଣାରେ ବାପ ସହ ୨ପୁଅ ଗିରଫ

ବାଲିଗୁଡ଼ା ହତ୍ୟା ଘଟଣାରେ ବାପ ସହ ୨ପୁଅ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗରୁ ମିଲା ହତ୍ୟା ଘଟଣାରେ ପୋଲିସବାପସମେତ ୨ ପୁଅକୁ ଗିରଫ କରିଛି I ଆଜି ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ପୋଲିସ।
ପ୍ରକାଶ ଯେ, ପରିବାରୀ କଳହରୁପାଙ୍ଗ ରୁମିଲା ଗ୍ରାମର ବାପା ଭାଷ୍କରୁ ପୂଜାରୀ ଓ ୨ ପୁଅ ପ୍ରଫୁଲ ଓ ଜମ୍ବେ ପୂଜାରୀ ମିଶି ସାନ ପୁଅ ଚୈତନ୍ୟ କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲେ। ଏନେଇ ଗ୍ରାମବାସୀଙ୍କଠାରୁ ପୋଲିସ ଖବର ପାଇବାପରେ ତହସିଲଦାର ତଥା ମାଜିଷ୍ଟେଟ ଶଶାଙ୍କ ଶେଖର ପାତ୍ରଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ।
ବାଲିଗୁଡା ପୋଲି ସରସମୟୋଚିତ ପଦକ୍ଷେପ ଯୋଗୁ ଅଭିଯୁକ୍ତମାନେ ଗିରଫ ହୋଇଥିଲେ।

related posts

Leave a Comment