Home Breaking News / ତାଜା ଖବର ଟ୍ରକ ଚକା ତଳେ ଚାଲିଗଲା ଜୀବନ

ଟ୍ରକ ଚକା ତଳେ ଚାଲିଗଲା ଜୀବନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ରାୟଗଡା ଜିଲ୍କା ଅନ୍ତର୍ଗତ ମୁନିଗୁଡା ଠାରେ ଟ୍ରକ ଚାପା ରେ ମୁନିଗୁଡା ପାଇକ ସାହି ର ସୁବାସ ଚନ୍ଦ୍ର ସାହୁ ମୂତ୍ୟୁ ବରଣ କରିଛନ୍ତି | ଆଜି ଭୋର ସକାଳ ସମୟ ରେ ସୁବାସ କୈଣସି କାମ ରେ ଯାଉଥିବା ସମୟ ରେ ତିନି କୋଣିଆ ଛକ ଠାରେ ରାୟପୁର ରୁ ଆନ୍ଦ୍ର ଅଭିମୁଖେ ଯାଉଥିବା ଏପି ୦୫ ଟିବି୨୩୫୯ ନମ୍ବର ଟ୍ରକ ର ପଛ ଚକା ସୁବାସ ଉପରେ ଚଡି ଯାଇଥିବା ବେଳେ ଅନ୍ୟ ଏକ ଟ୍ରକ ର ଆଗ ଚକା ଚାଲି ଯାଇଥିଲା ଘଟଣା ସ୍ଥଳ ରେ ସୁବାସ ର ମୂତ୍ୟୁ ହୋଇଥିଲା ଏବ° ଚକା ଚଡି ଯିବାରୁ ଶରିର ଖଣ୍ଡ ବିଖଣ୍ଡିତ ହେଇ ଯାଇ ଥିଲା ଖବର ପାଇ ମୁନିଗୁଡା ପୋଲିଷ ଘଟଣା ସ୍ଥଳ ପହଞ୍ଚି ଶବ ଜବତ କରି ବ୍ୟବଛେଦ ନିମନ୍ତେ ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି ଏଵ° ପୋଲିଷ ଇଉଡି କେସ କରି ଟ୍ରକ ସହ ଡ୍ରାଇବର କୁ ଥାନା ରେ ଅଟକ ରଖା ଯାଇଛି |ଶବ ବ୍ୟବଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିଷ ପଖ୍ୟ ରୁ ସୁଚନା ମିଲିଛି

related posts

Leave a Comment