Home Breaking News / ତାଜା ଖବର ଖଇରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ଖଇରା ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା):ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର ଖଇରା ଠାରେ ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ
ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମାଲଖମ ନାଗ ସଭାପତିତ୍ୱ କରିଥିଲେ, ପୂଜା କମିଟିର ସଭାପତି ଭାବେ ଯଦୁରାମ ଦଲ, ସମ୍ପାଦକ ଭାବେ ନନ୍ଦଲାଲ ଦଣ୍ଡସେନା ଓ କୋଷାଧ୍ୟକ୍ଷ ଭାବେ ହିତେଶ ଦୁରିଆ ଙ୍କୁ ପୁନର୍ବାର ଚୟନ କରାଯାଇଛି l କର୍ତ୍ତା ଭାବେ ମାଳଖମ ନାଗ ଙ୍କୁ ବଛା ଯାଇଛି l ସଭାରେ ମଝିଆ ମାଝୀ, ଭୁବନେଶ୍ୱର ରାଉତ, ଡବଲ ମାଝୀ, ଲିଙ୍ଗରାଜ ଦଣ୍ଡସେନା, ଭାଗିରଥି ଦଣ୍ଡସେନା, ପୁରନ୍ଦର ମାଝୀ, ମଙ୍ଗଳ ସିଂ ମାଝୀ, ବଇଦ ଦଲ, ଟଙ୍କଧର ଦୁରିଆ, ରାଜେନ୍ଦ୍ର ରାଉତ,ସମେତ ଗ୍ରାମର ଶତାଧିକ ଲୋକ ଉପସ୍ଥିତ ଥାଇ ପୂଜା ସମ୍ବନ୍ଧୀୟ ଆଲୋଚନା କରିଥିଲେ l

related posts

Leave a Comment