Home Breaking News / ତାଜା ଖବର କାଶୀପୁର ନକଟିଗୁଡା ନୂତନ ପଂଚାୟତ ଗୃହ ଉଦଘାଟିତ

କାଶୀପୁର ନକଟିଗୁଡା ନୂତନ ପଂଚାୟତ ଗୃହ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା କାଶୀପୁର ବ୍ଳକ ଅନ୍ତର୍ଗତ ଟିକିରି ଥାନା ଅଧିନସ୍ତ ନୂତନ ଭାବେ ଘୋଷଣା ହୋଇଥିବା ନକଟିଗୁଡା ପଞ୍ଚାୟତ ପାଇଁ ଏକ ନୂତନ ଗୃହକୁ ଲୋକାର୍ପଣ କରାଯାଇଛି।ଏହି ଲୋକାର୍ପଣ ସ୍ଥାନୀୟ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଙ୍କ କର କମଳରେ ଉଦ୍ଘାଟିତ କରାଯାଇଛି। ପଞ୍ଚାୟତ ଗୃହ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ହେଉଥୁଲେ । ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନାୟନ ଅଧିକାରୀ ଗୌର ଚନ୍ଦ୍ର ପଟନାୟକ ବ୍ଲକ ଅଧ୍ୟକ୍ଷ ରୁଆଇ ମାଝୀ,ସରପଞ୍ଚ ହେମଲତା କଡ୍ରକା,ନୀଳ ଝଡ଼ିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

related posts

Leave a Comment