Home Breaking News / ତାଜା ଖବର ଅର୍ଥ ଅଭାବ ଯୋଗୁଁ ଅନାଥ ଗୀତାଞ୍ଜଳି ପାଠ ପଢିବ କେମିତ ?

ଅର୍ଥ ଅଭାବ ଯୋଗୁଁ ଅନାଥ ଗୀତାଞ୍ଜଳି ପାଠ ପଢିବ କେମିତ ?

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟ ନାୟକ): ଫୁଲବାଣୀ ସହର ର ଯିରୀଙ୍ଗପଡ଼ା ସାହି ରେ ରହୁଛି ଗୀତାଞ୍ଜଳି ଝୁଂଡ଼ି lଏବେ ସେ ଅନାଥ l ପାଠଦି ଅକ୍ଷର ପଢ଼ୀ ବାକୁ ବହୁତ ଇଛା l ପାଠ ପଡ଼ି ନିଜ ସ୍ୱପ୍ନ କୁ ସାକାର କରିବାକୁ ମଧ୍ୟ ବହୁତ ମନ l ହେଲେ ପ୍ରଥମେ ମାରୋଗରେ ପଡି ଚାଲିଗଲେ ଓ ପରେ କିଛିଦିନ ହେଲା ଆରପାରି କୁ ଚାଲିଗଲେ ବାପା l ଅର୍ଥ ଅଭାବ ଯୋଗୁଁ ଏବେ ପଡ଼ିବା କଷ୍ଟ ସାଧ୍ୟ l ବାପା ମା ଚାଲିଗଲା ପରେ ଏବେ ସେ ଅନାଥ ଫୁଲବାଣୀ ମହିଳା ମହାବିଦ୍ୟାଳୟ ର ସେ +2 ର ଛାତ୍ରୀ ପଡ଼ିବାକୁ ଇଛା ଥିଲେବି ଅର୍ଥ ଅଭାବ ଯୋଗୁଁ ପାଠ ପଢିବ କେମିତି ?l ଫୁଲବାଣୀ ସଦର ମହକୁମା ଜିରୀଙ୍ଗୀପଡ଼l ମୁଣ୍ଡିଆ ସାହି ରେ ରୁହନ୍ତି ଗୀତାଞ୍ଜଳି ଜୁଣ୍ଡି l ଏବେ ସରକାରୀ ସହାୟତା କୁ ଅନାଇ ବସିଛନ୍ତି l
କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଜିରୀଙ୍ଗୀପଡ଼l ମୁଣ୍ଡିଆ ସାହି ରେ ରହୁଛନ୍ତି ଗୀତାଞ୍ଜଳି ଜୁଣ୍ଡି l ପିଲାଟି ଦିନରୁ ମା ଚାଲିଯାଇଥିଲା ଏହି କିଛିଦିନ ହେଲା ବାପା ଦାଶରଥ ଜୁଣ୍ଡି ମଧ୍ୟ ଚାଲିଗଲେ l ଗୀତାଞ୍ଜଳି ଏବେ ଅନାଥ l ଗୀତାଞ୍ଜଳି ଏବେ ଏକା ରହୁଥିବା ଯୋଗୁଁ ତାର ବଡ଼ ମା ଆସି ପାଖରେ ରହୁଚି l ପିଲାଟି ଦିନରୁ ମା ଚାଲିଗଲା ପରେ ବାପା ଗୀତାଞ୍ଜଳି କୁ ବହୁ କଷ୍ଟ କରି ପଢ଼ାଉଥିଲେ l ଗୀତାଞ୍ଜଳି ଙ୍କ ବାପା ଥିଲେ ଦିନ ମଜୁରିଆ l ଅର୍ଥ ଅଭାବ ଥିଲେ ମଧ୍ୟ ଝିଅ କୁ ପଢେଇବା ପାଇଁ ବହୁ କଷ୍ଟ କରୁଥିଲେ l ଜିଲ୍ଲା ପ୍ରଶାସନ ପକ୍ଷରୁପୂର୍ବରୁ ଦଶ କିଲୋ ଚାଉଳ ମିଳିଥିଲା ଏବେ କିନ୍ତୁ ୫ କିଲୋ ଚାଉଳ ମିଳିଛି l ସେପଟେ ବର୍ଷା ଆସିବାରୁ ଘର ର କାନ୍ଥ ପଡ଼ିଯାଇଛି l ଵର୍ତମାନ ଭଙ୍ଗା ଘରେ ରହୁଛନ୍ତି ଗୀତାଞ୍ଜଳି ଓ ତାଙ୍କ ବଡ଼ ମା l ଅର୍ଥ ଅଭାବ ଯୋଗୁଁ ଘରଟିଏ ମଧ୍ୟ ହୋଇପାରିନାହିଁ l
ବାପା ମା ଙ୍କ ମୃତ୍ୟୁ ହେବାପରେ ପାଠ ପଡ଼ିବା କଷ୍ଟ ସାଧ୍ୟ ହୋଇ ପଡ଼ିଛି l ପାଠ ପଡ଼ି ନିଜ ଗୋଡ଼ରେ ଠିଆ ହେବାର ସ୍ୱପ୍ନ ଏବେ ମୌଳିବାକୁ ଲାଗିଗଲାଣି l ବଡ଼ ମା କହିବା କଥା ଖଟିଖିଆ ହୋଇଥିବାରୁ ପାଖରେ ଅର୍ଥ ନାହିଁ ଘର ବି ଭାଙ୍ଗି ଯାଇଛି ଗୀତାଞ୍ଜଳି କୁ ପଡ଼ିବା ର ଇଚ୍ଛା ଅଛି କିଛି ସାହଯ୍ୟ ପାଇଲେ ସେ ଆଗକୁ ଯିବ l ଘର ପାଖରେ ରହୁଥିବା ଲୋକେ ଗୀତାଞ୍ଜଳି ଙ୍କୁ ଘର ଖଣ୍ଡେ ଓ ପଡ଼ିବା ପାଇଁ କିଛି ଆର୍ଥିକ ସାହଯ୍ୟ ଦିଆଗଲେ ଗୀତାଞ୍ଜଳି ନିଜ ଗୋଡ଼ରେ ଠିଆ ହେବ ବୋଲି ପୋଡଶୀଲିଲି ପ୍ରଧାନ ଓ ସବି ତା ପ୍ରଧାନ କହିଛନ୍ତି

related posts

Leave a Comment