Home Breaking News / ତାଜା ଖବର ଟିକାବାଲି ବନବିଭାଗ ଓ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବୃକ୍ଷରୋପଣ

ଟିକାବାଲି ବନବିଭାଗ ଓ ସରସ୍ଵତୀ ଶିଶୁ ମନ୍ଦିର ପକ୍ଷରୁ ବୃକ୍ଷରୋପଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଟିକାବାଲି ବନ ବିଭାଗ ଓ ସର ସ୍ଵତି ଶିଶୁ ମନ୍ଦିର ପକ୍ଷରୁ ମିଳିତ ଭାବେ ଶୁକ୍ରବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ବୃକ୍ଷ ରୋପଣ ଅବସର ରେ ଟିକାବାଲି ବନ ବିଭାଗର କର୍ମଚାରୀ ,ଶିଶୁ ମନ୍ଦିର ର ସମସ୍ତ ଭାଇ ଭଉଣି, କମିଟି ସଦସ୍ୟ, ପୂର୍ବତନ ସମ୍ପାଦକ , ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ।କୋଷାଧ୍ୟକ୍ଷ ମନୋରଞ୍ଜନ ପାତ୍ର ସଂପାଦକ ସନ୍ତୋଷ କୁମାର ଦଳ ବେହେରା।
ପୂର୍ବତନ ସଂପାଦକ ପ୍ରମୋଦ କୁମାର ପାଣିଗ୍ରାହୀଙ୍କ ସମେତ ଟିକାବାଲି ପ୍ରେସ ଆସୋସିଏସନ ର ସଭ୍ୟ ମାନେ ଉପସ୍ଥିତ ଥିଲେ। ବୃକ୍ଷ ହିଁ ଜୀବନ। ଏଣୁ ପ୍ରତ୍ୟେ କ ଵ୍ୟକ୍ତିଅନ୍ତତଃ ଗୋଟିଏ ଲେଖା ହେଁ ବୃକ୍ଷ ରୋପଣକରିବା ସହ ସେହି ବୃକ୍ଷର ଯତ୍ନ ନେ ବାକୁ ମତ ଵ୍ୟକ୍ତି କରିଥିଲେl
କୋରନା ସମୟରେ ଅମ୍ଳଜାନ ର ଅଭାବ ଆମେ ସମସ୍ତେ ଉଣା ଅଧିକ ଜାଣିଛେ l ଅମ୍ଳଜାନ ର ସୃଷ୍ଟି କୁ ଆହୁରି ସକ୍ରିୟ କରିବା ପାଇଁ ଏପରି କାର୍ଯ୍ୟକ୍ରମ କୁ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ବନ ଅଧିକାରୀ ମତ ରଖିଥିଲେ।

related posts

Leave a Comment