Home Breaking News / ତାଜା ଖବର ଆଫଗାନିସ୍ତାନ ରାଜଧାନୀ କାବୁଲ ଉପରେ ରକେଟ ମାଡ, ପାୱାର ଷ୍ଟେସନ ନିକଟରେ ଆକ୍ରମଣ

ଆଫଗାନିସ୍ତାନ ରାଜଧାନୀ କାବୁଲ ଉପରେ ରକେଟ ମାଡ, ପାୱାର ଷ୍ଟେସନ ନିକଟରେ ଆକ୍ରମଣ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆଫଗାନିସ୍ତାନ ରାଜଧାନୀ କାବୁଲରେ ତୁହାକୁ ତୁହା ରକେଟ ଆକ୍ରମଣ ହୋଇଛି । ଏନେଇ କାବୁଲରେ ଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । କାବୁଲରେ ଥିବା ପାୱାର ଷ୍ଟେସନ ନିକଟରେ ତୁହାକୁ ତୁହା ରକେଟ ମାଡ ହୋଇଥିବା ଜଣାପଡିଛି । ଏହି ରକେଟ ମାଡରେ କେତେ କଣ କ୍ଷୟକ୍ଷତି ହୋଇଛି କିଛି ଜଣାପଡିନାହିଁ । କିଏ ଏହି ରକେଟ ମାଡ କରାଇଛି ତାହା ଜଣାପଡିନାହିଁ ।

related posts

Leave a Comment