Home Breaking News / ତାଜା ଖବର ଘରେ ପଶି ବ୍ୟବସାୟୀଙ୍କୁ ଗୁଳିକରି ନିର୍ମମ ହତ୍ୟା

ଘରେ ପଶି ବ୍ୟବସାୟୀଙ୍କୁ ଗୁଳିକରି ନିର୍ମମ ହତ୍ୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେ ବିଙ୍ଗିଆ ଗ୍ରାମରେ ଗୁରୁବାର ଆଜି ରାତି ୮ଟା ସମୟରେ ନବଘନ ସାହୁ ନାମକ ଜଣେ ବ୍ୟବସାୟୀକ ଘରେ ପଶି ଗୁଳିକରି ହତ୍ୟ ।କରାଯାଇଥିବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଡୋଶୀ ଭୀମ ବେହେ ରା ନାମକ ଜଣେ ଯୁବକକହଠାତ ନବଘନ ଙ୍କ ଘରେ ପଶି ଏକ ଦେଶୀ ବନ୍ଧୁକରେ ନବଘନ ଉପରକୁ ଗୁଳି ମାରିଥିଲା। ଗୁଳି ସିଧାସଳଖ ନବଘନଛାତିରେ ବାଜିବା ଫଳରେ ସେ ସେଠାରେ ଟଳିପଡିଥିଲେ । ନବଘନ କୁ ଘର ଲୋକେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ବାଲିଗୁଡ଼ାଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତ ର ମୃତ ଘୋଷଣା କରିଥିଲେ ।
ହୃତ୍ୟାର ପ୍ରକୃତ କାରଣ ଜଣାପଡିନ ଥିଲେ ମ୍ଧ୍ଯ ବ୍ଯକ୍ତିଗତ ଶତୃତା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

related posts

Leave a Comment