Home Breaking News / ତାଜା ଖବର କାଠପୋଲ ଭାସିଗଲା: କଂକ୍ରିଟ ପୋଲ ନିର୍ମାଣ ନେଇ ବିଧାୟକଙ୍କ ପ୍ରତିଶୃତି, ସ୍ଵାଧୀନତାର ୭୪ ପରେ ଆଶା ସଞ୍ଚାର

କାଠପୋଲ ଭାସିଗଲା: କଂକ୍ରିଟ ପୋଲ ନିର୍ମାଣ ନେଇ ବିଧାୟକଙ୍କ ପ୍ରତିଶୃତି, ସ୍ଵାଧୀନତାର ୭୪ ପରେ ଆଶା ସଞ୍ଚାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲ ବାଣୀ(ସୁନୀଲପଟନାୟକ): ବର୍ଷ ବର୍ଷ ଧରି ନିଜେ ଶ୍ରମଦାନ କରି କାଠପୋଲ ନିର୍ମାଣ କରି ଯାଆ ସ କରୁଥିଲେ ଗ୍ରାମବାସୀ । ଗୁହାରୀ କଲେବି ନାଶୁଣୁଥିଲେ ନେତା ନା ପ୍ରଶାସନିକ ଅଧିକାରୀ।
ନିଜ ଭାଗ୍ୟକୁ ଆଦରୀ ଏମାନେ ରହିଥିଲେ । ହେଲେ ଏବର୍ଷ ଗତ ଦୁଇ ଦିନ ତଳେ ହୋଇଥିବା ଲଘୁଚାପଜନିତ ବର୍ଷାରେ ନାଳରେ ବନ୍ୟାପାଣି ଆସି କାଠପୋଲ ଭାସିଗଲା ।
ଏନେଇ ଖବର ପାଇ ବାଲିଗୁଡ଼ାବିଧାୟକଚକ୍ରମଣିକହଁର
ଆସି ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କପ୍ରକୃତ ଅବସ୍ଥା ଦେଖିଥିଲେ। ଆଉ କଂକ୍ରିଟ ପୋଲ ନିର୍ମାଣ କରିବାପାଇଁ ଦେଇଥିଲେ ପ୍ରତିଶୃତି ଦେବାପରେକ.ନୂଆଗାଁ ବ୍ଲକ୍ ଗୁଞ୍ଜିବାଡି ପଞ୍ଚାୟତର ବିରି ନ୍ଦାପଡ଼ା ପଡ଼ା ଗ୍ରାମବାସୀଙ୍କ ଖୁସି କହିଲେ ନସରେ । ବିଧାୟକଚକ୍ରମଣିକହଁରଙ୍କୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସୀ ।
ପାୟ ୪ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ସ୍ଥୀୟୀପୋଲ ନିର୍ମାଣ ହେବ ବୋଲି ବିଧାୟକ ସୂଚନା ଦେଇଥିଲେ । ଏହି ପୋଲ କାଳିପେନୁନଦୀ ଉପରେ ନିର୍ମାଣ ହେଲେ ବିରିନ୍ଦାପଡ଼ା ଚାନ୍ ଚେଡି,ଗୁଡ୍ରିକିଆ । ସାରଙ୍ଗଡ ପରି ଅନେକ ଛୋଟ ବଡ଼ ଗ୍ରାମର ହଜାର ହଜାର ଲୋକେ ଉପକୃତ ହେବେ ।
ପୁର୍ତ୍ତ ବିଭାଗ ଏହି ସ୍ଥାୟୀ ପୋଲ ନିର୍ମାଣ କରିବ ବୋଲି ଜଣାପଡିଛି।

related posts

Leave a Comment