Home Breaking News / ତାଜା ଖବର ରାୟଗଡ ଭାଜପା ମହିଳା ମୋର୍ଚ୍ଚା ତରଫରୁ ମହିଳା ଥାନା ସ୍ଥାପନ ଦାବିରେ ସ୍ମାରକ ପତ୍ର

ରାୟଗଡ ଭାଜପା ମହିଳା ମୋର୍ଚ୍ଚା ତରଫରୁ ମହିଳା ଥାନା ସ୍ଥାପନ ଦାବିରେ ସ୍ମାରକ ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ(ଧନେଶ୍ବର ରାଉତ) ଆଜି ଭାଜପା ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନ ରେ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ବୁରୁଡି ଲକ୍ଷ୍ମୀ ଙ୍କ ନେତୃତ୍ୱରେ ନଗର ର ମହିଳା ମୋର୍ଚ୍ଚା ଏକ ପ୍ରତିନିଧି ଦଳ SP Office ଜାଇ SP ମହୋଦୟଙ୍କୁ ସାକ୍ଷାତ କରି ନଗରରେ ଏକ ମହିଳା ଥାନା ଆବଶ୍ୟକତା ଅଛି ବୋଲି ଦାବି ଉପସ୍ଥାପନା କରିଛନ୍ତି.ଏହି ଦାବି ଉପସ୍ଥାପନା ସମୟରେ ନଗର ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ପାଇକରୟ,ନଗର ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ସୀମା ଉପାଧ୍ୟାୟ, ନଗର ଉପସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମିନିଆକା, ନଗର ଉପସଭାନେତ୍ରୀ ଶ୍ରୀମତୀ ଝରଣା ରାଣୀ ଏବଂ ନଗର ମହିଳା ମୋର୍ଚ୍ଚାର ପଦାଧିକାରୀ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ.।

related posts

Leave a Comment