Home Breaking News ତପସ୍ବିନୀ ଟ୍ରେନ ଧକ୍କାରେ ଯୁବତୀ ମୃତ୍ୟୁ

ତପସ୍ବିନୀ ଟ୍ରେନ ଧକ୍କାରେ ଯୁବତୀ ମୃତ୍ୟୁ

by Times One Odia
Share with
     
 
 
   

ରାୟଗଡା(ଧନେଶ୍ବର ରାଉତ): ରାୟଗଡ ଜିଲ୍ଲା ବିଷମକଟକ ଷ୍ଟେସନ ନିକଟସ୍ଥ ବଡ ମଟକବାଡି ଗ୍ରାମରେ ତପସ୍ବିନୀ ଟ୍ରେନ ଧକ୍କାରେ ଯୁବତୀ ଜଣଙ୍କ ମୃତ୍ୟୁ l
ମୃତ୍ୟୁ ଯୁବତୀ ଜଣଙ୍କ ହେଲେ ବଡମଟକବାଡି ଗ୍ରାମର ଭାରତୀ କୁଶଲିଆ (୨୧) ବଲି ଜଣାପଡିଛି l ଯୁବତୀ ଜଣଙ୍କ ମଳତ୍ୟାଗ କରିବା ନିମନ୍ତେ ଗାଁ ପାର୍ଶ୍ବ ନାଳକୁ ଯାଇ ରେଳ ଲାଇନ ପାରହେବା ସମୟରେ ସମ୍ବଲପୁର ଠାରୁ ରାୟଗଡା ଅଭିମୁଖେ ଯାଉଥିବା ତପସ୍ବିନି ଟ୍ରେନ ଧକ୍କା ଦେଇଥିବା ଜଣାପଡିଛି l ଘୋଟଣାସ୍ଥଳରେ ମୁନିଗୁଡା ଆର୍ପିଏଫ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରୁଛି l ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ଜଣାପଡିଛି l

related posts

Leave a Comment