Home Breaking News / ତାଜା ଖବର ମଦନ ମୋହନ ଦଳ ବେହେରାଙ୍କ ଶୋକସଭା ଅନୁଷ୍ଠିତ

ମଦନ ମୋହନ ଦଳ ବେହେରାଙ୍କ ଶୋକସଭା ଅନୁଷ୍ଠିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବିଷମକଟକ(କମଳାକାନ୍ତ ବାତ୍ରା): ରାୟଗଡା ଜିଲ୍କା ବିଷମକଟକ ବ୍କକ ଅନ୍ତର୍ଗତ ଚାଟିକଣା ଡଙ୍ଗରିଆ କନ୍ଦ ଉନ୍ନୟନ ସ°ସ୍ଥା ସ୍ବତନ୍ତ୍ର ଅଧିକାରି ମଦନ ମୋହନ ଦଳ ବେହେରା ଙ୍କ ବିୟୋଗ ରେ ଡିକେଡିଏ ଚାଟିକଣା
କାର୍ଯ୍ୟାଲୟ ରେ ଶ୍ରଧାଞ୍ଜଳି ସଭା ଅନୁଷ୍ଟିତ ହେଇଯାଇଛି |ଉକ୍ତ ଶୋକ ସଭା ରେ ଜିଲ୍କା ପ୍ରସାସନ ତରଫରୁ ଜିଲ୍କା ମଙ୍ଗଳ ଅଧିକାରି ଶ୍ରୀ ଅଶୋକ ସତପଥି ,ଅତିରିକ୍ତ ମଙ୍ଗଳ ଅଧିକାରି ଶ୍ରୀ ଶ୍ରୀନିବାସ ଆଚାରି ,ଓ ମଣ୍ଡଳ ନିରିଖ୍ୟକ ବନ ବିହାରି ପଣ୍ଡା ,ମଙ୍ଗଳ ସମ୍ପ୍ରସାରଣ ଅଧିକାରି ଶୁଭପ୍ରଦା ସାମଲ ଏଵ° ଡିକେଡିଏ ଚାଟିକଣା ପାରଶାଲି ର
ସମସ୍ତ କର୍ମଚାରି ପ୍ରମୁଖ ଯୋଗ ଦେଇଥିଲେ ! ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମତି ଚାରଣ କରିଥିଲେ ସର୍ବ ପ୍ରଥମେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |ସମସ୍ତ କାର୍ଯ୍ୟ କ୍ରମ କୁ ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଡି ପରିଚାଳନା କରିଥିଲେ

related posts

Leave a Comment