Home ଓଡ଼ିଶା ଲଗାଣ ବର୍ଷାରେ ଭୁଶୁଡିଲା ଘର, ସହାୟତା ଦାବୀ

ଲଗାଣ ବର୍ଷାରେ ଭୁଶୁଡିଲା ଘର, ସହାୟତା ଦାବୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ବୋଡେ଼ନ(ଜଗତ ରାମ ଦଣ୍ଡସେନା): ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ଗ୍ରାମର ମାଝୀ ପଡ଼ାରେ ଲଗାଣ ବର୍ଷାରେ ମାଟି କାନ୍ଥ ଘର ଭୁଶୁଡି ଯାଇଛି, ଉକ୍ତ ଘରେ ବୃଦ୍ଧା ମା ବିଲେଇ ମାଝୀ ସହ ପୁଅ ନୀଳକଣ୍ଠ ମାଝୀ, କ୍ଷେତ୍ର ମାଝୀ ଓ ଦୁଷ୍ମନ୍ତ ମାଝୀ ରହୁଥିଲେ, ବର୍ତ୍ତମାନ ସେମାନେ ବେସାହାରା ହୋଇ ପଡିଛନ୍ତି, ଏଣୁ ଏ ମାନଙ୍କୁ ବିଜୁ ପକ୍କାଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ତରଫରୁ ଦାବିହେଉଛି

related posts

Leave a Comment