Home Breaking News / ତାଜା ଖବର ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ବୟାନକୁ ନେଇ ପ୍ରତିକ୍ରିୟା

ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ବୟାନକୁ ନେଇ ପ୍ରତିକ୍ରିୟା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଂଚାୟତ ରେ ମୃତ ଵ୍ୟକ୍ତି ମାନଙ୍କ ନାଁ ରେ ଭତା ପ୍ରଦାନ କରାଯାଇଥିବା ଦର୍ଶାଇ ଅର୍ଥ ହଡପ କରାଯାଇଥିବା ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇଥିଲା l ଓ ଏଥିରେ ଜ଼ିଲ୍ଲା କଂଗ୍ରେସ ପକ୍ଷରୁ ଏକ ଫ୍ୟା କଟ
ଫା ଇଣ୍ଡିଙ୍ଗ ଟିମ ଅଂଚଳ କୁ ଯାଇ ଅନୁସଂଧlନ କରିବ ବୋଲିଯାହା ପ୍ରକାଶ ପାଇଥିଲା ତାହାର ଖଣ୍ଡନ କରିଛି କଂଗ୍ରେସl
ବୁଧ ବାର ପ୍ରେସ କ୍ଳ ବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା ସଭାପତି ଅନାମ ନାୟକ ଖଣ୍ଡନ କରିଛନ୍ତି l
ସଭାପତି ନାୟକ କହିଛନ୍ତିଯେ ତୁମୁଡିବନ୍ଧ ଭତା ହଡପ ଘଟଣାରେବେଲ ଘର ସରପଞ୍ଚ, ବେଲଘର ପି ଈଓ, ଜି ପି ଇ ଓ, ଏସ ଇ ଓ ସମେତ ଅନ୍ୟମାନେ ସମ୍ପୃକ୍ତ ଅଛନ୍ତି lତୁମୁଡିବନ୍ଧ ବି ଡ଼ି ଓ ଙ୍କ ଏଥିରେ କୌଣସି ସଂପୃକ୍ତି ନାହିଁ,କିମ୍ବା ତାଙ୍କ ବିରୁଦ୍ଧରେ କଂଗ୍ରେସର କୌଣସି ଅଭିଯୋଗ ନାହିଁ ବୋଲି ଜ଼ିଲ୍ଲା ସଭାପତି ନାୟକ କହିଛ ନ୍ତି l
ତେବେ ଏହି ଭତା ଦୁର୍ନୀତି ମାମଲାସରପଞ୍ଚ, ପି ଇ ଓ, ଏସ ଇ ଓ ଙ୍କ ସିଧା ସଳଖ ସଂପୃକ୍ତି ରହିଛି ଏଣୁ ଜ଼ିଲ୍ଲା କଂଗ୍ରେସ ଏହାର ଭିଜିଲାନ୍ସ ତଦନ୍ତ ଦାବୀ କରୁଥିବା ଜ଼ିଲ୍ଲା ସଭାପତି ନାୟକ କହିଛନ୍ତି l
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ଘନ ଶବର, ଛାତ୍ର କଂଗ୍ରେସ ସଭାପତି ଅନୁପମ କହଁର, ବିଜୟ ମହାନ୍ତି, ନଗର ସଭାପତି ଶିବ ଶଙ୍କର ବେହେରା, ଗୌର ବେହେରା, ପ୍ରମୁଖ ଉପସ୍ଥିତ ଥିଲେ

related posts

Leave a Comment