Home Breaking News / ତାଜା ଖବର ଲୁଟେରାଙ୍କ ଟାର୍ଗେଟରେ ମୋବାଇଲ ଦୋକାନ: ଆସୋସିଏସନ ପକ୍ଷରୁ ଏସପିଙ୍କୁ ସ୍ମାରକ ପତ୍ର

ଲୁଟେରାଙ୍କ ଟାର୍ଗେଟରେ ମୋବାଇଲ ଦୋକାନ: ଆସୋସିଏସନ ପକ୍ଷରୁ ଏସପିଙ୍କୁ ସ୍ମାରକ ପତ୍ର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ ): ଆଗକୁ ପୂଜା ଋତୁl ହେଲେ ଏବେଠୁ ଲୁଟେରା ମାନେ ମୋବାଇଲ ଦୋକାନ ଗୁଡିକୁ ଟାର୍ଗେଟ କ ରିବା ଆରମ୍ଭ କରିଦେଇଛନ୍ତି ଫଳରେ ମୋବାଇଲ ଦୋକାନ ମାଲିକ ମାନେ ଭୟଭି ତ ହୋଇପଡିଛନ୍ତି l
ଗତ ମାସେ ମଧ୍ୟରେ ଲୁଟେରା ମାନେ ସହର ର ତିନି ଚାରିଟି ଦୋକାନ ଭାଙ୍ଗି ମୋବାଇଲ, ଚାର୍ଜର, ବେଟେରୀ ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରି ମାନ ଲୁଟିନେଇ ପଳାଇ ଲେଣି lଏ ନେଇ ମାଲିକ ମାନେ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ ଚୋରି ମୋବାଇଲ ସାମଗ୍ରି କିମ୍ବା ଚୋର କୁ ଧରିବାରେ ବିଫଳ ହୋଇଛି lସେହିପରି ଚକାପାଦ ଅଂଚଳ ରେ ଥିବା ଦୁଇଟି ମୋବାଇଲ ଦୋକାନ ରୁ ଚୋରି ହୋଇଥିଲେ ମଧ୍ୟ ଏଯାଏ ଟେର ପାଉନି ପୋଲିସ l
ଫଳରେ ମଙ୍ଗଳବାର କନ୍ଧମାଳ ମୋବାଇଲ ରେଟିଲେରସ ଏସସୋ ସିଏସନ ପକ୍ଷରୁ କ୍ରିଷ୍ଣl ସେନାପତି ଙ୍କ ନେତୃତ୍ୱ ରେ କେ. ଆର. ମହାରଣା, ପ୍ରଭାସ କୁମାର ମାର୍ଥା, ରାମ ଚନ୍ଦ୍ର ଭୁୟା, ସନ୍ତୋଷ ସ୍ୱାଇଁ, ସନ୍ତୋଷ ସେନାପତି ପ୍ରମୁଖ କନ୍ଧମାଳ ଏସପି ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହ ପୋଲିସ ପେଟ୍ରୋଲିଙ୍ଗ କୁ କଡାକଡି କରିବା ସହ ଚୋରି ସାମଗ୍ରି ଉଦ୍ଧାର କରିବାକୁ ଦାବୀ କରିଛନ୍ତି

related posts

Leave a Comment