Home Breaking News / ତାଜା ଖବର ଗଛ ଉପୁଡି ରାସ୍ତା ଅବରୋଧ, ଗମନା ଗମନ ବାଧାପ୍ରାପ୍ତ

ଗଛ ଉପୁଡି ରାସ୍ତା ଅବରୋଧ, ଗମନା ଗମନ ବାଧାପ୍ରାପ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆଜି ଅପରାହ୍ନ ରେ ଫୁଲବା ଣୀ -ବ୍ରହ୍ମପୁର ରାସ୍ତା ର ଶଙ୍କରାଖୋଲ ଠାରେ ରାସ୍ତା କଡରେ ଥିବା ଏକ ବିରାଟ ବର ଗଛ ଉପୁଡି ରା ସ୍ତା
ମ ଝିରେ ପଡିବା ଫଳରେ ଦୀର୍ଘ ସମୟ ଧରି ଗମନା ଗମନ ବାଧାପ୍ରାପ୍ତ ହୋଇଥିଲା l
ରାସ୍ତା ର ଉଭୟ ପାର୍ଶ୍ୱ ରେ ବହୁ ସଂଖ୍ୟା ରେ ଗାଡି ମୋଟର ଅଟକି ରହିଥିଲା l
ଖବର ପାଇ ଦମକଳ ବାହିନୀ, ଟିମ ହୁଇମା ନିଟି ର ଶଙ୍କରାଖୋଲ ଓ ଟିକାବାଲି ସଦସ୍ୟ ମାନେ ପହଂଚି ଗଛ କାଟିବା ରେ ସହାୟତା କରିଥିଲେ l
ଟିମ ହୁମାନୀଟି ର ସଦସ୍ୟ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ରାସ୍ତା ସଫା ହୋଇ ଗମନା ଗମନ ସ୍ୱାଭାବିକ ହୋଇଥିଲା lଟିମ ହୁମାନୀଟି ର ଏଭଳି କାର୍ଯ୍ୟ କୁ ଶଙ୍କରାଖୋଲ ଗ୍ରାମବାସୀ ପ୍ରଶଂସା କରିଛନ୍ତି

related posts

Leave a Comment