Home Breaking News / ତାଜା ଖବର ଲଗାଣ ବର୍ଷାରେ ବେହାଲ ତଳିଆ ଅଞ୍ଚଳ

ଲଗାଣ ବର୍ଷାରେ ବେହାଲ ତଳିଆ ଅଞ୍ଚଳ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଅସ୍ତରଙ୍ଗ(ପ୍ରସନ ଜେନା): 3ଦିନ ହେବ ଲଗାଣ ରେ ଅସ୍ତବେସ୍ତ ତଳିଆ ଅଞ୍ଚଳ l ପୁରୀ ଜିଲ୍ଲାର ବିଭିନ ବ୍ଲକ ତଥା ଅସ୍ତରଙ୍ଗ,କାକଟପୁର,ଗୋପ,କୋଣାର୍କ ଅଂଚଳ ରେ ବର୍ଷାର ବିତ୍ପାତ ଦେଖିବାକୁ ମିଳିଛି l ଏବେବି ବହୁତ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ରହିଛି l ଲୋକମାନେ ନାହିଁ ନ ଥିବା ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି l
କାକଟପୁର ବ୍ଲକ ର ଜଳେଶ୍ୱରପଡା ପଂଚାୟତ ର 4ଟି ଗ୍ରାମ ଏବେବି ବାହ୍ୟ ଜଗତରୁ ଦୂରରେ l ଲୋକ ମାନେ ଛାତିଏ ପାଣିରେ ଖାଦ୍ୟ ସାଙ୍ଗରେ ସଂଘର୍ଷ ଅରୁଥିବା ବେଳେ ଗୁରୁତର ରୋଗୀ ଙ୍କୁ ହାଣ୍ଡି ଭାର କରି ଆଣୁଥିବା ଦୃଶ୍ୟ ଦେଖିବାକୁ ମିଳିଛି l ସ୍ ପ୍ରଶାସନ ପହଂଚି ପାରିନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି

related posts

Leave a Comment