Home Breaking News / ତାଜା ଖବର କଟୁମୁଣ୍ଡା ଗାଁରୁ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

କଟୁମୁଣ୍ଡା ଗାଁରୁ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡ଼ାହାଡ଼(ନବକିଶୋର ସାହୁ): ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜ ଘାଗରାମୁଣ୍ଡା ପଂଚାୟତ କଟୁମୁଣ୍ଡା ଗାଁରୁ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି ।ଗ୍ରାମର ବସନ୍ତ ବାଘଙ୍କ ବାଡିରୁ ଆଜି ସକାଳୁ ୧୦ ଫୁଟ ଲମ୍ବର ବିରାଟ ଅଜଗର ସାପ ଦେଖିବା ପରେ ଗାଁ ଲୋକେ ଉଦ୍ଧାର କରି ମହାବିରୋଡ଼ ରେଞ୍ଜର ହରମୋହନ ନାୟକଙ୍କୁ ହସ୍ତାନ୍ତର କରିଥିଲେ ।ବନ ବିଭାଗ ତରଫରୁ ଏହାକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।

related posts

Leave a Comment