Home Breaking News / ତାଜା ଖବର ଶିକାରୀ ହେଇଗଲା ଶିକାର, ବାରହା ପାଇଁ ବସେଇଥିବା ତାରରେ ବିଦ୍ୟୁତ ଲାଗି ଜଣେ ମୃତ

ଶିକାରୀ ହେଇଗଲା ଶିକାର, ବାରହା ପାଇଁ ବସେଇଥିବା ତାରରେ ବିଦ୍ୟୁତ ଲାଗି ଜଣେ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ସୋନପୁର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ଗ୍ରାମ ପଂଚାୟତ ର ବାଘପାଳି ଚନ୍ଦଲି ରିଜର୍ଭ ଜଙ୍ଗଲ ରେ ବାରହା ମାରିବା ପାଇଁ ବସା ଯାଇଥିବା ବିଦୁତ ତାରରେ ବାଘ ପାଳି ଗ୍ରାମ ର ହରିଶ୍ଚନ୍ଦ୍ର ପଧାନ (55 ) ଙ୍କମୃତ୍ୟୁ ହୋଇ ଯାଇଛି l ସାଙ୍ଗ ରେ ଯାଇଥିବା ଅନ୍ୟ ମାନେ ଘଟଣା ସ୍ଥଳ ରେ ଗାମୁଛା ଚପଲ ବେଗ ଛାଡି ଫେରାର ହୋଇ ଯାଇଛନ୍ତି l ଘଟଣା ସ୍ଥଳ କୁ ବୀରମହାରାଜପୁର ପୋଲିସ ଏସଆଇ ସୁଦର୍ଶନ ଦେହୁରୀ, ଏସଆଇ ବିଜୟ ବାରିକ, ଯାଲୋଏ ବନପାଳ ପ୍ରସନ୍ନ ନାୟକ, ବିଦୁତ ବିଭlଗ ର ଏସଡିଓ ଏନ ସଂଜୀବ ରାଓ, ଉଲୁଣ୍ଡା ସେକ୍ସନାଲ ମାନସ କୁମାର ମହାପାତ୍ର ଘଟଣା ସ୍ଥଳ ରେ ପହଂଚି ତଦନ୍ତ କରୁଛନ୍ତି

related posts

Leave a Comment