Home Breaking News / ତାଜା ଖବର ହରିଦାସ ପୁର ମୁଖ୍ୟ ରାସ୍ତା ଏଵେ ସମ୍ପୁର୍ଣ ବନ୍ଦ ସେହି ରାସ୍ତା ଏଵେ ପାଲଟିଛି ମରଣଯନ୍ତା

ହରିଦାସ ପୁର ମୁଖ୍ୟ ରାସ୍ତା ଏଵେ ସମ୍ପୁର୍ଣ ବନ୍ଦ ସେହି ରାସ୍ତା ଏଵେ ପାଲଟିଛି ମରଣଯନ୍ତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାୟଗଡ଼ା(ଧନେଶ୍ବର ରାଉତ): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ପାଞ୍ଚୟତ ର ହରିଦାସ ପୁର ମୁଖ୍ୟରାସ୍ତା ଏବେ ସମ୍ପୁର୍ଣ ବନ୍ଦ ହୋଇଯାଇଛି ଏହି ରାସ୍ତା ଏଵେ ମରଣଯନ୍ତା ପାଲଟିଛି ାଏହି ରାସ୍ତାଟି ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ହୋଇଥିବା ବେଳେ ଏହି ରାସ୍ତା ରକ୍ଷଣା ବେଖ୍ୟାଣ ଅଭାବରୁ ଏହି ଯେଉ କଲଭଟ ରହିଛି ସେହି କଲଭଟର ତଳ ଅଂଶର ମାଟି ଖସି ଯାଇଥିବା ଫଳରେ ରେ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତାଟି ବଡ ଧରଣର ଗାତ ହୋଇ ରହିଛି । କୈାଣସି ଅଘଟଣ ହେବା ପୂବରୁ ଏହି ରାସ୍ତା ମରାମତି କରାଯାଉ । ଏହି ରାସ୍ତା ଉପରେ ୧୦ରୁ୧୫ଗ୍ରାମ ନିର୍ଭର କରୁଛନ୍ତି ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ଦୁଇ ଚକିଆ, ଓ ଚାରିଚକିଆ ଗାଡି ଯାତାୟତ କରୁଛନ୍ତି । ଏହି ନେଇ ବିଗତ ଦିନରେ ଖବର କାଗଜ ଗୁଡିକ ରେ ଖବର ପ୍ରସାରଣ ହୋଇଥିଲା କିନ୍ତୁ ଏହି ରାସ୍ତା ଉପରେ ଏଇଯାଇ କୈାଣସି ସରକାରୀ ବାବୁଙ୍କ ର ନଜର ପଡି ନାହି ଯାହାଫଳ ରେ ଆଜି ସକାଳୁ ଟିକିରି ଵହୁତ ବଷା ହେବା ଫଳରେ ସେହି କଲଭଟ ଟି ଆଜି ସମ୍ଫୂର୍ଣ ଭାଙ୍ଗି ଯାଇଛି ଏବେ ଏହି ରାସ୍ତା ଟିରେ ଯାତାୟତ ସମ୍ଫୂର୍ଣ ବନ୍ଦ ‌ହୋଇଯାଇଛି । ଏଣୁ ଏହି ରାସ୍ତା ଟି କୁ ଯଥାଶୀଘ୍ର ମରାମତି କରିବା ପାଇ ହରିଦାସ ପୁର ଗ୍ରାମ ବାସୀ ମାନେ ଦାଵୀ କରିଛନ୍ତି।

related posts

Leave a Comment