Home Breaking News / ତାଜା ଖବର ୭ବର୍ଷ ନାବାଳିକାକୁ ଏକ ନାବାଳକର ଦୁଷ୍କର୍ମ

୭ବର୍ଷ ନାବାଳିକାକୁ ଏକ ନାବାଳକର ଦୁଷ୍କର୍ମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କାଶୀନଗର(ପ୍ରଶାନ୍ତ ସାହୁ) ଗଜପତି ଜିଲ୍ଲା କାଶୀନଗରରେ କେ ସିତାପୁର ଗାଁ ର ଜଣେ ୭ବର୍ଷୀୟା ନାବାଳିକାଙ୍କୁ ବଳପୂର୍ବକ ଦୁଷ୍କର୍ମ ଅଭିଯୋଗ। ସେହି ଗାଁର ଜଣେ ୧୬ବର୍ଷର ନାବାଳକ ଉକ୍ତ ନାବାଳିକାକୁ କିଛି ପ୍ରଲୋଭନ ଦେଖାଇ ନାବାଳିକାକୁ ଘରଛାତ ଉପରାକୁ ଡ଼ାକିନେଇ ଦୁଷ୍କର୍ମ କରିଥିଲା। ପୀଡିତା ଘରକୁ ଆସି ଘଟଣା ସମ୍ପର୍କରେ ସବୁକିଛି ମାଆ ଙ୍କୁ ଜଣାଇବା ପରେ ପରିବାରର ଲୋକେ ଥାନରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ପୀଡିତାଙ୍କୁ ପାରଳା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିଥିବା ବେଳେ ଅଭି ଯୁକ୍ତର ଡ଼ାକ୍ତର ମାଇନା କରିଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

related posts

Leave a Comment