Home Breaking News / ତାଜା ଖବର ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ି ପକ୍ଷରୁ ଦ୍ବୀପ ପ୍ରଜ୍ବଳନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡ଼ି ପକ୍ଷରୁ ଦ୍ବୀପ ପ୍ରଜ୍ବଳନ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ପଂଚାୟତ ରାଜ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେ ଡ଼ି ଦଳ ପକ୍ଷରୁରବିବାର ସନ୍ଧ୍ୟାରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା lପ୍ରତାପ ଜେନା କନ୍ଧମାଳ ଜ଼ିଲ୍ଲା ପର୍ଯ୍ୟବେକ୍ଷକ ଦା ୟୀ ତ୍ବ ରେ ଥିଲେ ନିକଟ ରେ କନ୍ଧମାଳ ଗସ୍ତ ରେ ଆସି ବିଭିନ୍ନ ପ୍ରକଳ୍ପ ରଶୁଭ ଉଦଘାଟନ କରିବା ସହ ବିଜେଡି ଦଳ କୁ ଅଧିକା ମଜଭୁତ କରିବା ପାଇଁ ବିଭିନ୍ନ ସ୍ଥାନରେ କର୍ମି ସମ୍ମିଳନି ମାନ କରିଦଳୀୟ କର୍ମୀ ଓ ନେତା ଙ୍କୁ ପରାମର୍ଶ ଦେଇଥିଲେ l
ମନ୍ତ୍ରୀ ପ୍ରତାପ ଜେନା ଶନିବାର ହଟାତ ଅସୁସ୍ଥ ଅନୁଭବ କରିବା ଫଳରେଚିକିତ୍ସା ପାଇଁ ଭୁବେନଶ୍ୱର ର ଏକ ଘରୋଇ ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l
ଫଳରେ ମନ୍ତ୍ରୀ ପ୍ରତାପ ଙ୍କ ଆଶୁ ଆରୋଗ୍ୟ କାମନା କରି ଜ଼ିଲ୍ଲା ବିଜେ ଡ଼ି ସଭାପତି ସରୋଜ କର୍ଣ୍ଣ ଙ୍କ ନେତୃତ୍ୱ ରେ ବହୁନେତା, କର୍ମୀ, ମହିଳା କର୍ମୀ ଯୋଗଦେଇ ବିଭିନ୍ନ ମନ୍ଦିରରେ ଦୀପ ଜାଳି ଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ , ଜ଼ିଲ୍ଲା ବିଜେଡି ସମ୍ପାଦକ କମଳ ବେହେରା,
ନଗର ସଭାପତି ସୁଧୀର କହଁର, ଶିବ ପ୍ରସାଦ ତ୍ରୀପାଠି, ରାଜେନ୍ଦ୍ର ପାଢ଼ୀ ପ୍ରମୁଖ ବହୁ ନେତା ଓ କର୍ମୀ,ବିଜେଡି ମହିଳା ନେତ୍ରୀ ମାନେ ଉପସ୍ଥିତ ରହି ଦୀପ ଜା ଳିଥିଲେl

related posts

Leave a Comment