Home Breaking News / ତାଜା ଖବର ଗୋଛାପଡା ପୋଲିସର କାର୍ଯ୍ୟଦକ୍ଷତା ଯୋଗୁ, ୩ ମାସରେ ୩ ଟନ ଚୋରା ଗଞ୍ଜେଇ ଜବତ

ଗୋଛାପଡା ପୋଲିସର କାର୍ଯ୍ୟଦକ୍ଷତା ଯୋଗୁ, ୩ ମାସରେ ୩ ଟନ ଚୋରା ଗଞ୍ଜେଇ ଜବତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲପଟନାୟକ): କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା, ଫିରିଙ୍ଗିଆ, ବାଲିଗୁଡ଼ା, କ ନୁଆ ଗାଁ ଆଦି ଥାନା ଇଲାକାରେ ମାତ୍ରାଧିକ ବେଆଇନ ଗ6ଜଂ ଇ ଚାଷ ହେଉଛି ଓ ମାଫିଆଙ୍କ ଦ୍ଵାରା ଚୋରାଚାଲାଣ ବି ହେଉଛି । ଦୀର୍ଘବର୍ଷ ଧରି ଏଭଳି କାରବାର ହୋଇଆସୁଥିଲେ ମଧ୍ୟ ଏଥିରେ ରୋକ ଲାଗି ପାରୁନଥିଲା । ହେଲେ ପୋଲିସ ଡିଜି ଅଭୟ ଅନେକ ବାରକନ୍ଧମାଳଗ୍ରସ୍ତରେ ଆସି
ବେ ଆଇନଗ6ଜଂ ଇ ଚାଷକୁ ମୁଳ ଉତ୍ପାଟନ କରିବାକୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲାର ବିଶେଷକରି ଫିରିଙ୍ଗିଆ ଓ ଗୋଛାପଡ।ଥାନା
ପୋଲିସ ସକ୍ରିୟ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥିଲେ ।
ଫରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦରରାଓ ଓ ଗୋଛାପଡା ଥାନା ଅଧିକାରି ରଣଜିତ କୁମାର ମୁନୀ ଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା, କାର୍ଯ୍ୟଦକ୍ଷତା, ଉନ୍ନତ ଜ୍ଞାନକୌଶଳ ଯୋଗୁ ସକ୍ରିୟ ଥିବା
ଗ6ଜଂ ଇମାଫିଆମାନେ ସାବାଡ଼ ହେବାସହ
ବେ ଆଇନ ଗ6ଜଂ ଇ ଚାଷ ଉପରେ ମଧ୍ୟ ରୋକ ଲଗାଯାଇ ପାରିଛି । ଫିରିଙ୍ଗିଆ ଓ ଗୋଛାପଡ଼ା ଥାନା ଇଲାକାରେ ଶହଶହ ହେକ୍ଟର ଗ6ଜଂ ଇ ଚାଷ ନଷ୍ଟ କରାଯାଇପାରିଛି । ଗତ ୩ ମାସ ମଧ୍ୟରେ ଗୋଛାପଡ଼ା ଥାନା ଅଞ୍ଚଳରେ ପାଖାପାଖି୩ ଟନ ଚୋରା ଗ6ଜଂ ଇ ଜବତ ହୋଇଥିବାବେଳେ ୧୮ଜଣ ମାଫିଆ ମାନଙ୍କୁ ଗିରଫ କରାଯାଇଥିବାବେଳେ ଫିରିଙ୍ଗିଆ ଥାନା ଅଞ୍ଚଳରେ ମଧ୍ୟ ଅଢେଇ ଟନରୁ ଉର୍ଦ୍ଧ୍ଵ ଗ6ଜଂ ଇ ଚାଲାଣ ବେଳେ ଜବତ ହୋଇଛି । ଫଳରେ ତାଙ୍କର ଏହି ସଫଳତା ପାଇଁ
ଗୋଛାପଡ଼ । ଥାନା ଅଧିକାରୀ ରଣଜିତ କୁମାର ମୁନୀ ଙ୍କୁ ରାଜ୍ୟ ପୋଲିସ ଡିଜି ଅଭୟ ନିକଟରେ ଅଗଷ୍ଟ ୧୫ ସ୍ଵାଧୀନତା ଦିବସ ଅବସରରେ ପୁରସ୍କୃତ କରିଥିଲେ ।

related posts

Leave a Comment