Home Breaking News / ତାଜା ଖବର କରୋନା ଗ୍ରାଫ କମୁଛି, କନ୍ଧମାଳ ଜିଲ୍ଲାରେ ମାତ୍ର ୨ଜଣ ପଜିଟିଭ ଚିହ୍ନଟ

କରୋନା ଗ୍ରାଫ କମୁଛି, କନ୍ଧମାଳ ଜିଲ୍ଲାରେ ମାତ୍ର ୨ଜଣ ପଜିଟିଭ ଚିହ୍ନଟ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ କରେ । ନା ସଂକ୍ରମିତ ଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟା ୮୨ରେ ପହଞ୍ଚିଛି। ଗତ କିଛିଦିନ ହେଲା ଜିଲ୍ଲାରେ ଜଣେ ହେଲେ ମଧ୍ୟ କରେ । ନା ପଜିଟିଭ ଚିହ୍ନଟ ହୋଇ ନ ଥିବାବେଳେ ଶନିବାର ୩ ଜଣ ଚିହ୍ନଟ ହୋଇଥିବାବେଳେ ରବିବାର ୨ ଜଣ ଚିହ୍ନଟ ହୋଇଛନ୍ତି ।
ସେହିପରିକନ୍ଧମାଳଜିଲାରେ ବର୍ତ୍ତମାନ ସୁଧା ମୋଟ ୧୧ହଜାର ୫୦୧ ଜଣପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧ହଜାର ୪୧୩ ଜଣ ସୁସ୍ଥ ହୋଇଥିବାବେଳେ ୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।କରେ। ନା ସଂକ୍ରମଣ କମିଯିବା ଫଳରେ ଫୁଲ ବାଣୀଠାରେ ଥିବା କି ମସ କୋଭିଡ଼ ହସ୍ପିଟାଲକୁ ସରକାର ମଧ୍ୟ ବନ୍ଦକରି ସାରିଲେଣି।
କରେ । ନା ସଂକ୍ରମଣ ହାର ବର୍ତ୍ତମାନ ଜିଲ୍ଲାରେ ଆଗ ଅପେକ୍ଷା ଧିରେ ଧିରେ କମୁଥିବା ରୁ ପ୍ରଶାସନ ଆଶ୍ଵସ୍ତ ହୋଇଛି । କରେ । ନା ସଂକ୍ରମଣ ଯେପରି ନିୟନ୍ତ୍ରଣରେ ରହିବ ଜିଲ୍ଲା ପ୍ରଶାସନ ପକ୍ଷ ରୁ ସତର୍କ ଦୃଷ୍ଟି ରଖାଯାଇଥିବାକଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା କହିଛନ୍ତି ।

related posts

Leave a Comment