Home Breaking News / ତାଜା ଖବର ଆସନ୍ତା ସେପ୍ଟେମ୍ୱର ୧୫ରେ ସଂସଦ ଟିଭିର ଉଦଘାଟନ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ଆସନ୍ତା ସେପ୍ଟେମ୍ୱର ୧୫ରେ ସଂସଦ ଟିଭିର ଉଦଘାଟନ, ସାମିଲ ହେବେ ପ୍ରଧାନମନ୍ତ୍ରୀ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଆସନ୍ତା ସେପ୍ଟେମ୍ୱର ୧୫ ତାରିଖରେ ସଂସଦ ଟିଭିର ହେବ ଲୋକାର୍ପଣ ଉତ୍ସବ । ଲୋକସଭା ଓ ରାଜ୍ୟସଭା ଟିଭିକୁ ମିଶ୍ରଣ କରି ତିଆରି ହେଉଛି ସଂସଦ ଟିଭି । ଆସନ୍ତା ସେପ୍ଟେମ୍ୱର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଟିଭିର ଲୋକାର୍ପଣ କରିବେ ବୋଲି ଜଣାପଡିଛି ।

related posts

Leave a Comment