Home Breaking News / ତାଜା ଖବର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କୋରାପୁଟ(ଚନ୍ଦ୍ର ଶେଖର ରଥ): କୋରାପୁଟ ଠାରୁ କିଛି ଦୂରରେ IRB କେମ୍ପ୍ ନିକଟରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣା ର ଶିକାର ହେଇଛି । ସ୍ଥାନୀୟ ଲୋକ ପୋଲିସ କୁ ଖବର ଦେଇଥିଲେ ଓ 108 କୁ ଫୋନ୍ କରିଥିଲେ ।
108ଆସିବା ପୁର୍ବରୁ କୋରାପୁଟ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ନିଜ ଗାଡିରେ ହସ୍ପିଟାଲ ନେଇଥିଲେ ।
ଆହତଙ୍କ ପରିଚୟ ମିଳିନାହିଁ ।

related posts

Leave a Comment