Home Breaking News / ତାଜା ଖବର ଦିଲ୍ଲୀ ଏୟାରପୋର୍ଟ ପାନି ପାନି, ବିମାନ ବନ୍ଦରରେ ସମୁଦ୍ର ଭ୍ରମ

ଦିଲ୍ଲୀ ଏୟାରପୋର୍ଟ ପାନି ପାନି, ବିମାନ ବନ୍ଦରରେ ସମୁଦ୍ର ଭ୍ରମ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ରାଜଧାନୀ ଦିଲ୍ଲୀରେ ସମୁଦ୍ରର ଭ୍ରମ ସୃଷ୍ଟି ହୋଇଛି । ଅନେକ ସମୟରେ ଆପଣ ଦିଲ୍ଲୀର ରାଜପଥରେ ପ୍ରାୟ ୩ ଫୁଟ ଉଚ୍ଚରେ ପାଣି ଜମିଥିବା ଦେଖିବାକୁ ମିଳିଥାଏ । ହେଲେ ଉତର ଦିଲ୍ଲୀରେ ଜୋରଦାର ବର୍ଷା ପରେ ଦିଲ୍ଲୀର ଇନ୍ଦିରା ଗାନ୍ଧି ବିମାନବନ୍ଦରରେ ପ୍ରଚୁର ପାଣି ଜମିଛି । ବିମାନ ବନ୍ଦରରେ ଚାରିଆଡେ ଜମି ରହିଛି ପାଣି । ଦେଖିଲେ ଆପଣ ବି କହିବେ ଏ ବିମାନ ବନ୍ଦର ନୁହଁ ସମୁଦ୍ର । ଚାରିଆଡେ ପାଣି । ଆଖି ଯେଉଁ ଆଡକୁ ବୁଲାଇବେ ସେହି ଦିଗରେ ଆପଣଙ୍କୁ ପାଣି ହିଁ ପାଣି ନଜର ଆସିବ ।

related posts

Leave a Comment