Home Breaking News / ତାଜା ଖବର ଜିଲ୍ଲା ପ୍ରେସ୍ କ୍ଲବରେ ଗଣେଷ ପୂଜା ପାଳିତ

ଜିଲ୍ଲା ପ୍ରେସ୍ କ୍ଲବରେ ଗଣେଷ ପୂଜା ପାଳିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଆଜି ପବୀତ୍ର ଗଣେଶ ପୂଜା । କରୋନା ମହାମାରୀ ପାଇଁ ରାଜ୍ୟସରକାର ପୂଜା ପାର୍ବଣଉପରେ କଟକଣା ଲଗାଇଥିବାରୁ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ନିରାଡମ୍ବର ସହକାରେ ଗଣେଶ ପୂଜା ପାଳିତ ହୋଇଥିଲା।
ସେହିପରି ଫୁଲବାଣୀ ପ୍ରେସକ୍କବଠାରେ ନିରାଡମ୍ବର ସହ କା ରେ ଶାନ୍ତିଶୃଙ୍ଖଳାର ସହ ଗଣେଶ ପୂଜା ପାଳିତ ହୋଇଥିଲା।
ପ୍ରେସକ୍କବ ସଭାପତି ତଥା ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକଙ୍କ ସମେତ ସଂପାଦକ ପ୍ରଶାନ୍ତ ବେହେରା , ଉପସଭାପତି ସୁନୀଲ ବିଶ୍ଵାଳ,ସତ୍ୟ ବେହେରା , ସହ ସଂପାଦକ ରମେଶ ପ୍ରଧାନ ଜୟସେନପରୀଡ଼ା, ରାଧ। ମୋହନ ମହାପାତ୍ର, ବାଳକୃଷ୍ଣ ଚର୍ଚୀ, ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ଜେନା, ଆଦିତ୍ୟ ତ୍ରିପାଠୀ, ଅଶୋକ ମହାନ୍ତି, ସୁଜିତ ବେହେରା , ଅଜିତ ମହାରଣା, ବରୀଷ୍ଠ ସାମ୍ବାଦିକ ନାରାୟଣ ସାହୁ, ଗୋପାଳକୃର୍ଷ୍ଣ ପଟ୍ଟନାୟକ, ସଦାଶିବ ପାତ୍ର, ଶିବ ବିଶ୍ଵାଳ,ରାକେଶରାଉତ, ଶିବ ନାୟକ, ଅଶୋକ ମହାନ୍ତି, ସନ୍ତେ।ଷଡିଗଲ, କାହ୍ନାପଟନାୟକ, ଚାନ୍ଦ, ପ୍ରମୁଖ ଅଗ୍ରପୁଜ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା କରିବା ସହ ଆଶିଷ ଲାଭ କରିଥିଲେ । ଏଥି ସହ ପ୍ରେସକ୍ଲବରେ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା ହୋଇଥିଲା।

related posts

Leave a Comment