Home Breaking News / ତାଜା ଖବର ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମହାସିଂ ରେ ଅଭାବନୀୟ ଘଟଣା ଘଟିଛି l 33 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ଙ୍କ ମୃତ୍ୟୁଘଟିଛି l ମୃତକ ହେଲେ ଉଦ୍ଧବ ବିନ୍ଧାଣି l
ଖବର ପାଇ ଘଟଣା ସ୍ଥଳରେ ପହଁଚିଛି ବାଲିଗୁଡା ପୋଲିସ l ଆଜି ସକାଳେ ଏକ ଗଛଡାଳ କାଟୁଥିବା ସମୟରେ ନିକଟରେ ଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ବୃଦ୍ଧ ଜଣକ ଜଳିଯାଇ ଥିଲେ l ଖବର ପାଇ ପୋଲିସ ଓ ଦମକଳ ବାହିନୀ ଶବକୁ ଉଦ୍ଧାର କରିଥିଲେl
ଶବ ରଖି କ୍ଷତି ପୂରଣ ଦାବିରେ ଗ୍ରାମବାସୀ 59 ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଛନ୍ତି | ଘଟଣା ସ୍ଥଳରେ ପୋଲିସି ପହଂଚି ଲୋକଙ୍କୁ ବୁଝାଶୁଝା କରୁଥିବାବେଳେ ଘଟଣା ସ୍ଥଳରେ କୋଣସି ପ୍ରାଶାସନିକ ଅଧିକାରୀ ପହଂଚି ନାହାନ୍ତି | 10 ଲକ୍ଷଟଙ୍କା କ୍ଷତି ପୂରଣ ଦାବିରେ ସ୍ତାନୀୟ ଲୋକେ ରାସ୍ତା ଅବରୋଧ କରି ଅଡ଼ି ବସିଛନ୍ତି

related posts

Leave a Comment