Home Breaking News / ତାଜା ଖବର ବାଇକ ଦୁର୍ଘଟଣାରେ ଦୁଇ ମୃତ

ବାଇକ ଦୁର୍ଘଟଣାରେ ଦୁଇ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଶୁକ୍ରବାର ବିଳମ୍ବିତ ରାତିରେ ଫୁଲବାଣୀ ର ସଦର ଥାନା ଅଞ୍ଚଳରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି । ବାଇକ ଚାଳକ ଆଶିଷ ଦିଗାଲ ଏବଂ ଦୀପା କଂହର ମିଶି ରାତ୍ରି ସମୟରେ ବାଇକ ରେ ଯାଉଥିବା ବେଳେ ବୁଡ଼ାଦାନୀ ନିକଟ ସ୍ତ ବୁଲାଣୀ ରାସ୍ତା ରେ ଏକ ଗାଡ଼ୱାଲ ରେ ଭାରସ୍ୟାମ ହରାଇ ପିଟିହୋଇ ଯାଇ ଥିଲl ଯାହାଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ପୁଅ ଏବଂ ଝିଅ ର ଶବ କୁ ଘଟଣା ସ୍ଥଳରୁ ସଦର ପୋଲିସ ଜବତ କରି ତଦନ୍ତ କରୁଛି । ଶବକୁ ବ୍ୟବଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଯୁବକ ଏବଂ ଯୁବତୀ ମିଶି ଗଣେଶ ପୂଜା ଦେଖିସାରି ସାରି ଘରକୁ ଫେରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା ।

related posts

Leave a Comment