Home Breaking News / ତାଜା ଖବର ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର

ଅଚିହ୍ନା ମହିଳାଙ୍କ ଗଳିତ ଶବ ଉଦ୍ଧାର

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଙ୍କଡାହାଡ଼(ନବ କିଶୋର ସାହୁ):କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଅଧିନ ଜାତୀୟ ରାଜପଥ ୧୪୯ ଭେଜିଆ ରଗରଗା ନାଳ ବ୍ରିଜ ତଳେ ଅଚିହ୍ନା ମହିଳାଙ୍କ ଗଳିତ ଶବ ଦେଖି ସ୍ଥାନୀୟ ଲୋକ ମାନେ ମହାବିରୋଡ଼ ଫାଣ୍ଡି ପୋଲିସ କୁ ଖବର ଦେଇଥିଲେ ।ଘଟଣା ରୁ ଜଣା ପଡୁଅଛି କେହି ଦୁର୍ବୁତ୍ତ ମହିଳାଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିଥିବା ଲାଗୁଅଛି ।ଘଟଣା ସ୍ଥଳକୁ ଯାଇ ମହାବିରୋଡ଼ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲ ଅଧିକ ତଦନ୍ତ ଜାରି ରଖିଛନ୍ତି ।

related posts

Leave a Comment