Home Breaking News / ତାଜା ଖବର କୋଲକାତାରୁ ସାଢେ ୪ କୋଟିର ନକଲି ଟଙ୍କା ଜବତ, ଜଣେ ଗିରଫ

କୋଲକାତାରୁ ସାଢେ ୪ କୋଟିର ନକଲି ଟଙ୍କା ଜବତ, ଜଣେ ଗିରଫ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ପଶ୍ଚିମବଙ୍ଗରେ ମୁଣ୍ଡ ଉପରେ ଭବାନୀପୁର ବିଧାନସଭା ଉପନିର୍ବାଚନ । ଏହା ମଧ୍ୟରେ କୋଲକାତାରେ ସାଢେ ୪ କୋଟି ଟଙ୍କାର ନକଲି ଟଙ୍କା ଜବତ ହୋଇଛି । ଜବତ ହୋଇଥିବା ସମସ୍ତ ଟଙ୍କା ୫ ଶହ ଟଙ୍କିଆ ବଣ୍ଡଲ । ଏହି ଟଙ୍କା ସହିତ ଜଣେ ଲୋକକୁ ମଧ୍ୟ କୋଲକାତା ପୋଲିସ ଗିରଫ କରିଛି । କେଉଁଠାରୁ ଏହି ନକଲି ଟଙ୍କା ଆସିଛି ଏନେଇ କୋଲକାତା ପୋଲିସ ଛାନଭିନ୍ କରୁଛି ।

related posts

Leave a Comment