Home Breaking News / ତାଜା ଖବର ପାରିଶ୍ରମିକ ମାଗି ଜଙ୍ଗଲି ବାବୁଙ୍କ ଠାରୁ ମାଡ ଖାଇଲେ ଶ୍ରମିକ

ପାରିଶ୍ରମିକ ମାଗି ଜଙ୍ଗଲି ବାବୁଙ୍କ ଠାରୁ ମାଡ ଖାଇଲେ ଶ୍ରମିକ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): ଜଙ୍ଗଲ ବିଭାଗରରୋପଣ କାର୍ଯ୍ୟ କଲେ ଶେଷରେ ଗଣେଶ ପୂଜା ଓ ନୂଆଖାଇଥିବାରୁ ପାରିଶ୍ରମିକ ମାଗିବାରୁ ଫରେଷ୍ଟର ବାବୁ କୁଆଡେ ମାଡ଼ ମାରିଥିବା ଅର୍ଭିଯୋଗ ହେଉଛି ।
ଏଭଳି ଅଭିଯୋଗ ଆସିଛି ବାଲିଗୁଡ଼ା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଦାରିଙ୍ଗବାଡି 6ରଂଜ ଅଧିନ ବୁଡ଼ା ଗୁଡ଼ା ଫରେଷ୍ଟର ହରିଶ ଚନ୍ଦ୍ର ପ୍ରଧାନ,ଙ୍କ ବିରୁଦ୍ଧରେ । ଏଲିୟସ ପ୍ରଧାନ ନାମକ ଜଣେ ଯୁବକ ଜୁଲାଇ ମାସରୁ କାମ କରି କିଛିପାଉଣା ପାଇଥିବାବେଳେ ୫୫୦ଟଙ୍କା ପାଇବାକୁ ବାକି ଥିଲା । ଆଜିବକେୟା ଟଙ୍କା ମାରିବାକୁ ଏଲିୟସ ଫରେଷ୍ଟର ବାବୁଙ୍କ ପାଖକୁ ଯାଇ ଥିଲେ । ପଇସା ମାଗିବା ରୁ ଫରେଷ୍ଟର ଚିହିଁକି ଉଠିବା ସହ ଚାଲି ଗୁଳ ଜକରିଥିଲେ ତାପରେ ମାଡ଼ ମାରିଥିଲେ କୁଆଡେ । ଫଳରେ ଏନେଇ ଗ୍ରାମରେ ଅଭିଯୋଗ କରିବାପରେ ଗ୍ରାମବାସୀ ଫରେଷ୍ଟରଙ୍କ ସହ ଏ ନେଇ ଆଲୋଚନା କରିଥିବା ଜଣାପଡିଛି । ଏନେଇ ଥାନାରେ କୌଣସି ଏତେଲା ଦିଆଯାଇ ନ ଥିବା ଜଣାପଡିଛି । ତେବେ ଫରେଷ୍ଟରଙ୍କ କୌଣସି ମତାମତ ମିଳିନାହିଁ।

related posts

Leave a Comment