Home Breaking News / ତାଜା ଖବର ମୃତକଙ୍କ ପରିବାରଙ୍କୁ ଡ୍ରାଇଭର ସଂଘର ସହାୟତା

ମୃତକଙ୍କ ପରିବାରଙ୍କୁ ଡ୍ରାଇଭର ସଂଘର ସହାୟତା

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ଫୁଲବାଣୀ(ସୁନୀଲ ପଟନାୟକ): କିଛିଦିନ ତଳେ ଫୁଲବାଣୀ ର ନବଗୁବା ଛକଠାରେ ଗୋଟଏ ଟ୍ରାକଟର ଓ ବାଇକ୍ ଶହ ମୁହଁମୁହିଁ ଧକ୍କା ପରେ ବାଇକ୍ ଚାଳକ ଦେବାଶିସ୍ ସାହୁ ଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ରେ ଭର୍ତି କରାଯାଇଥିଲା l କିନ୍ତୁ ପରବର୍ତୀ ସମୟରେ ଚିକତ୍ସା ଧୀନ ଅବସ୍ଥାରେ ତାଙ୍କର୍ ମୃତ୍ଯୁ ଘଟିଥିଲା l ସେ ଜଣେ ଓଡ଼ିଶା ଡ୍ରାଇଭର ମହା ସଂଘ ର ସକ୍ରିୟ ସଦସ୍ୟ ଥିଲେ l ତାଙ୍କର ଆଜି ଦଶ କାର୍ଯ୍ୟ ଥିବାରୁ କନ୍ଧମାଳ ଡ୍ରାଇଭର଼ ସଂଘ ସଭାପତି ଆଲୋକ ବେହେରା ଙ୍କ ନେତୃତ୍ଵରେ ଖଜୁରୀପଡା ବ୍ଲକ ସଭାପତି ବିଷ୍ଣୁ ଚରଣ ବେହେରା, ଉପଦେଷ୍ଟା ମୁକେଶ ଧୋନି ଙ୍କ ସମେତ ସଂଘର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ lନିଜ ନିଜ ମଧ୍ୟ ରେ ସଂଗୃହିତ 12 ହଜାର ଟଙ୍କା ମୃତ ଦେବାଶିଷ ଙ୍କ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ l ଡ୍ରାଇଭର ଙ୍କ ଏଭଳି ମହାନ୍ କାର୍ଯ୍ୟ କୁ ସାଧାରଣରେ ବେଶ ପ୍ରଶଂସା କରାଯା ଈଛି

related posts

Leave a Comment