Home Breaking News / ତାଜା ଖବର ନୂତନ କୋର୍ଟ ବିଲଡିଂ ଉଦଘାଟିତ

ନୂତନ କୋର୍ଟ ବିଲଡିଂ ଉଦଘାଟିତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମାଲକାନଗିରି(ରାକେଶ କୁମାର ମହାପାତ୍ର): ବହୁପ୍ରତିକ୍ଷିତ ବିଚାରପତିମାନଙ୍କ ନବନିର୍ମିତ ବିଚାରଳୟ ରାଜ୍ୟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଲୋକାର୍ପିତ ହୋଇଛି. ମାଲକାନଗିରି ଜିଲ୍ଲା ସାଦରମାହକୁମା ରେ ବିଚରାବିଭାଗୀୟ କୋର୍ଟ କାର୍ଯାଳୟ ବିଭିନ୍ନ ସ୍ଥାନରେ ଥିବା ଯୋଗୁଁ ବିଭିନ୍ନ ମାମଲାରେ ଜଡିତ ଆସାମୀ ଏବଂ ସାକ୍ଷୀ ଓ ଆଇନ ଯିବି ମାନେ ଅସୁବିଧା ର ସମ୍ମୁଖୀନ ହେଉଥିଲେ ଏପରିକି ଆଦିବାସୀ ଅଂଚଳରୁ ଆସୁଥିବା ସାକ୍ଷୀ ବେଲ ପାଇଥିବା ଆସାମୀ ମାନେ ନୋଟିସ ପାଇବା ପରେ ନିର୍ଦ୍ଧିଷ୍ଟ କୋର୍ଟ କୁ ନପାଇ ଏଣେ ତେଣେ ବୁଲି ସମୟ ଅତିବାହିତ ହୋଇଯାଉଥିଲା ଯାହାଫଳରେ ଦୂର ଦୁରାନ୍ତରୁ ଆସୁଥିବା ଏହି ସାକ୍ଷୀସମ୍ପର୍କୀୟ ବେଲ ପାଇଥିବା ଆସାମୀ ମାନଙ୍କ ବିଚାର ତାରିଖ ଘୁଂଚି ଯାଉଥିଲା ରାଜ୍ୟ ସରକାରଙ୍କ ଓ ଭାରତ ସରକାରଙ୍କ ନିଁର୍ଧେଶ ରେ ମାଲକାନଗିରି କାଲିମେଳା ମୁଖ୍ୟ ରାସ୍ତା ମାଲକାନଗିରି ମହାବିଦ୍ୟାଳୟ ସମୁଖ ରେ ନୂତନ କୋର୍ଟ ଆଜି ଓଡିଶା ର ମାନ୍ୟବର ମୁଖ୍ୟ ବିଚାରପତି s. Muralidhara ଙ୍କ ଦ୍ୱାରା vedio conference ମାଧ୍ୟମ ରେ ଲୋକାର୍ପିତ ହୋଇଛି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଚାରପତି s. Pujari, sk panigrahi, malkangiri ଜିଲ୍ଲାପାଳ visal singhg ମାଲକାନଗିରି sp prahalada mina bar association ସଭାପତି ପ୍ରଭାକର ପ୍ରଧାନ ଙ୍କ ସହ ଅନ୍ୟ ଓକିଲ ମାନେ ଉପସ୍ଥିତ ରହିଥିଲେ ଆଜି ଏହି କୋର୍ଟ ଉଧୃଗଠନ ହେଲା ପରେ ଗୋଟିଏ ପରିସରରେ ସମସ୍ତ ବିଭାଗର ବିଚାରପତି ମାନେ କାର୍ଯ୍ୟ ତୁଲାଇବା ସହ ସାଧାରଣ ଲୋକ କୋର୍ଟ ଖୋଜିବାର ଅସୁବିଧା ହେବ ନାହିଁ

related posts

Leave a Comment